ଭୁବନେଶ୍ୱର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮କୋଟିର ବିଦେଶୀ ଗଞ୍ଜେଇ ଜବତ ହୋଇଛି । ଶନିବାର ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଅହମ୍ମଦାବାଦରୁ ଜଣେ ବ୍ୟକ୍ତି ଆସୁଥିବା ବେଳେ ତାଙ୍କ ପାଖରୁ ଡିଆରଆଇ ଏହି ଗଞ୍ଜେଇ ଜବତ କରିଛି। କଷ୍ଟମ୍ସ ସହଯୋଗରେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୮କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ କିଏ ତାକୁ ଧରିବାକୁ ତନାଘନା ଆରମ୍ଭ ହୋଇଛି।
Popular Categories



