www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଖାଦ୍ୟ ବତୁରାଇ ଖାଇଲେ ଲୁହା ଭଳି ମିଳିବ ଶକ୍ତି..

ପୋଷକ ତତ୍ତ୍ୱ ଥିବା ଖାଦ୍ୟ ସେବନ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଶରୀରକୁ ଶକ୍ତି ମିଳିବା ଦ୍ୱାରା ଘରେ ହେଉ ଅଥବା କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରନ୍ତି।
ଶରୀରକୁ ପୋଷକ ତତ୍ତ୍ୱର ଅଭାବରେ ଥକ୍କାପଣ ଓ ଦୁର୍ବଳ ଅନୁଭବ ହୋଇଥାଏ। ତେବେ ଏଭଳି କିଛି ସ୍ୱତନ୍ତ୍ର ଖାଦ୍ୟ ରହିଛି ଯାହାର ସେବନ କରିବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ। ସେହିପରି ଏପରି କିଛି ଖାଦ୍ୟ ରହିଛି ଯାହାକୁ ବତୁରାଇ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱର ଶକ୍ତି ଦ୍ୱିଗୁଣିତ ହୋଇଥାଏ।
ରାଜମା ପ୍ରୋଟିନର ଏକ ଉତ୍ତମ ସ୍ରୋତ। ଏହାକୁ ରାତିରେ ବତୁରାଇଲେ ଅନେକ ଲାଭ ମିଳିଥାଏ।
ଚଣାକୁ ମଧ୍ୟ ଗୋଟିଏ ରାତି ବତୁରାଇ ପରଦିନ ପ୍ରସ୍ତୁତ କରି ସେବନ କଲେ ଏଥିରେ ଥିବା ପୋଷକ ତତ୍ତ୍ୱର ମାତ୍ରା ବୃଦ୍ଧି ହୋଇଥାଏ।
ଓଟ୍ସକୁ ପୋଷକ ତତ୍ତ୍ୱର ଗନ୍ତାଘର ବୋଲି କୁହାଯାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଖୁବ୍ ଶକ୍ତିଶାଳୀ।
ନିୟମିତ ଭାବେ ୫ ରୁ ୭ଟି ବାଦାମ ବତୁରାଇ ଖାଇଲେ, ଏହା ଶରୀର ପାଇଁ ଆଶ୍ଚର୍ଯ୍ୟଜନକ ଲାଭ ଆଣିବା ସହ ହୃଦୟକୁ ସୁସ୍ଥ ରଖିଥାଏ।

ଆଇସକ୍ରିମ୍ ଖାଉଥିଲେ ମହିଳା ; କୋନ୍ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି, ପହଞ୍ଚିଲା ପୁଲିସ୍..

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories