www.samajalive.in
Monday, December 8, 2025
24.1 C
Bhubaneswar

ଏହି ଦିନ ଆରମ୍ଭ ହେବ ଫ୍ଲିପକାର୍ଟର ଜବରଦସ୍ତ ସେଲ୍‌; ଶସ୍ତାରେ ମିଳିବ ଏସି ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ : ଫ୍ଲିପକାର୍ଟରେ ମେ’ ୨ରେ ନୂଆ ସେଲ୍‌ ଆରମ୍ଭ ହେବାକୁ ଯାଉଛି। କମ୍ପାନୀ ପକ୍ଷରୁ ଏନେଇ ସୂଚନା ମିଳିଥିବା ବେଳେ ଏହାର ନାମ SASA LELE ବୋଲି କୁହାଯାଉଛି ।
ଏହି ସେଲ୍‌ରେ ଅନେକ ଜିନିଷ ଉପରେ ଜବରଦସ୍ତ ଅଫର୍‌ ମିଳିବ। ଏହି ତାଲିକାରେ ଏସି ମଧ୍ୟ ରହିଛି । ଯଦି ଆପଣ ନୂଆ ଏସି କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ।
ଏହାସହ ଏସବିଆଇ କାର୍ଡରେ କିଛି ସର୍ତ୍ତ ସହ ୧୦ ପ୍ରତିଶତ ରିହାତି ତୁରନ୍ତ ମିଳିବ। ଏହି ସେଲ୍‌ ଅନୁଯାୟୀ, ଗୋଟିଏ ଜିନିଷ କିଣିଲେ, ଅନ୍ୟଟିରେ ଖୁବ୍‌ ଅଧିକ ରିହାତି ମିଳିବ । ଏହି ସେଲ୍‌ରରେ ସ୍ମାର୍ଟଫୋନ୍‌, ବୈଦ୍ୟୁତିକ ଉପକରଣ, ଲାପ୍‌ଟପ୍‌ ଆଦିରେ ଜବରଦସ୍ତ ଅଫର୍‌ ମିଳିବ। ମେ’୨ରେ ସେଲ୍‌ ଆରମ୍ଭ ହେବ। ଖୁବ୍‌ ଶୀଘ୍ର ଗ୍ରାହକ ଜିନିଷ ଉପରେ କେତେ ରିହାତି ରହିଛି ଜାଣି ପାରିବେ।

ଅକ୍ଷୟ ତୃତୀୟାରେ ଶନି-ଗୁରୁ ଚଳନ: ଏହି ରାଶିଙ୍କୁ କରିବେ ଧନୀ, ମିଳିବ ଚାକିରି,ବଢିବ ଦରମା..

‘ହେ ଭଗବାନ ଆମକୁ ରକ୍ଷା କର’; ଦେଖନ୍ତୁ ପହଲଗାମ୍‌ ଆକ୍ରମଣ ସମୟର ଆଉ ଏକ ଛାତିଥରା ଭିଡିଓ

- Advertisement -

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories