www.samajalive.in
Friday, December 5, 2025
23.1 C
Bhubaneswar

ନଦୀ ଜଳରେ ଫସି ରହିଥିବା ଗର୍ଭବତୀ ଉଦ୍ଧାର

ସମାଜଲାଇଭ ଡେସ୍କ: ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁ ନିକଟ ନଦୀର ଜଳସ୍ତର ବଢ଼ିଯାଇଥିଲା। ଫଳରେ, ବାଦପୁର ଗାଁର ସୁନିତା ଦଳେଇ ନାମ୍ନୀ ୩୦ ବର୍ଷୀୟା ଗର୍ଭବତୀ ମହିଳା ତାଙ୍କ ଦୁଇ ପିଲାଙ୍କ ସହିତ ନଦୀ ପାର ହୋଇ ନ ପାରି ଫସି ରହିଥିଲେ।

ଆର୍. ଉଦୟଗିରି ବିଡିଓଙ୍କଠାରୁ ଖବର ପାଇ ଆର୍. ଉଦୟଗିରି ଅଗ୍ନିଶମ କେନ୍ଦ୍ରର ଏକ ଦଳ ସହକାରୀ ଷ୍ଟେସନ ଅଧିକାରୀ ଏମ୍. ଫକୀର ପାତ୍ରଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଞ୍ଚିଥିଲେ।

- Advertisement -

ଅଗ୍ନିଶମ କର୍ମଚାରୀମାନେ ଇନ୍‌ଫ୍ଲାଟେବୁଲ୍ ବୋଟ୍ ସାହାଯ୍ୟରେ ସତର୍କତାର ସହିତ ନଦୀସ୍ରୋତ ମଧ୍ୟରୁ ଫସି ରହିଥିବା ପରିବାରକୁ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ନିରାପଦ ସ୍ଥାନକୁ ସୁରକ୍ଷିତ ଭାବରେ ପାର କରିବାରେ ସାହାଯ୍ୟ କରିଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories