nua o banner

ସମ୍ବଲପୁର ବୋର୍ଡ ଅଫିସରେ ନିଆଁ ଲଗାଇଲେ ଦୁର୍ବୃତ୍ତ

BJD Bijuli 480×75 Mob
0

ସମ୍ବଲପୁର : ସମ୍ବଲପୁରର ମାଧ୍ୟମିକ ଶିକ୍ଷା ବୋର୍ଡ ଶାଖା ଅଫିସରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଏହାସହ କାର୍ଯ୍ୟାଳୟ ପରିସରରେ ଥିବା ୨ଟି ଗାଡି ମଧ୍ୟ ପୋଡି ଦେଇଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏନେଇ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

ବୋର୍ଡ ଅଫିସ କାର୍ଯ୍ୟାଳୟ ମଧ୍ୟକୁ ୭/୮ ଯୁବକ ପଶି ଆସି ନିଆଁ ଲଗାଇ ଦେଇଥିବା ବିଏସଇ ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝି ସୂଚନା ଦେଇଛନ୍ତି। 

Leave A Reply