www.samajalive.in
Sunday, December 7, 2025
15.1 C
Bhubaneswar

ବାକ ସ୍ୱାଧୀନତା ବନାମ ରାଷ୍ଟ୍ର ସୁରକ୍ଷା – ନାଗରିକତା ବିବାଦ ଉପରେ କବିତା ଲେଖି ୧୦ କବିଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ

ଗୌହାଟୀ: ଆସାମ ନାଗରିକତା ବିବାଦ ଉପରେ କବିତା ମାଧ୍ୟମରେ ସ୍ଵର ଉତ୍ତୋଳନ କରିଥିବା ୧୦ ଜଣ କବିଙ୍କ ବିରୁଦ୍ଧରେ ଆସାମ ପୁଲିସ ମାମଲା ରୁଜ୍ଜୁ କରିଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ବେଙ୍ଗଲୀ ମୂଳ ମୁସଲିମ କବି ଓ କାର୍ଯ୍ୟକର୍ତ୍ତା ଥିବା ଜଣାପଡିଛି। ଆସାମର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଜନସାଧାରଣଙ୍କ ଅଭିଯୋଗ ପରେ ଏହି ମାମଲା ଦାୟର କରାଯାଇଛି।

କେନ୍ଦ୍ରୀୟ ଗୌହାଟୀ ପୁଲିସ ମୁଖ୍ୟ ଧର୍ମେନ୍ଦ୍ର କୁମାର ଦାସ କହିଛନ୍ତି, ଶୁକ୍ରବାର ଏକ ପ୍ରାଥମିକ ମାମଲା ରୁଜ୍ଜୁ ହୋଇଛି କିନ୍ତୁ କାହାକୁ ଗିରଫ କରାଯାଇ ନାହିଁ। ଭାରତୀୟ ପିଙ୍ଗଳ କୋଡ଼ ୪୨୦ ଏବଂ ୪୦୬ ଧାରା ଏବଂ କପି ରାଇଟ ନିୟମ ଅନୁଯାୟୀ ମାମଲା ଦାୟର ହୋଇଥିବା ସେ କହିଛନ୍ତି।

- Advertisement -

ଜଣେ ଅଭିଯୋଗକର୍ତ୍ତା କହିଛନ୍ତି ଯେ ଏଭଳି କବିତା ଦ୍ୱାରା ସାରା ବିଶ୍ୱରେ ଆସାମ ଲୋକମାନେ ଅନ୍ୟ ଲୋକଙ୍କୁ ଘୃଣା କରନ୍ତି ବୋଲି ବାର୍ତ୍ତା ଯାଉଛି। ଏହା ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ବୋଲି ସେ ଦର୍ଶାଇଛନ୍ତି। ତେବେ ପ୍ରକୃତ ନାଗରିକଙ୍କ ଉପରେ କବିତା ଲେଖିବା କଣ ଅଧିକ ନୁହେଁ କି ବୋଲି ଜଣେ କାର୍ଯ୍ୟକର୍ତ୍ତା ଅବଦୁଲ କାଲାମ ଆଜାଦ ଅଭିଯୋଗ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories