www.samajalive.in
Sunday, December 7, 2025
16.1 C
Bhubaneswar

ବୈଦ୍ୟୁତିକ ଯାନ: ତାଲିମ ପାଇଁ ୫୦% ଚାଳକ ଆଗ୍ରହୀ

ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନ ଆଡ଼କୁ ମୁହାଁଉଛି ବିଶ୍ୱ । ପେଟ୍ରୋଲ ଡିଜେଲ ଗାଡ଼ି ଆଡ଼ୁ ମୁଁ ଫେରାଇ ବର୍ତ୍ତମାନ ସମସ୍ତେ ବୈଦ୍ୟୁତିକ ଯାନ ଆଡକୁ ଆକର୍ଶୀତ ହେଉଛନ୍ତି । ଏହାରି ଭିତରେ ୟୁକେରେ ଦେଖିବାକୁ ମିଳିଛି ଅନ୍ୟକିଛି । ୟୁକେରେ ପ୍ରାୟ ୫୦% ଡ୍ରାଇଭର ବୈଦ୍ୟୁତିକ ଯାନ ଚଳାଇବାକୁ ତାଲିମ ପାଇଁ ଇଚ୍ଛୁକ ଅଛନ୍ତି । ତାହା ସହ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବ୍ରିଟେନରେ ଯଦି ବୈଦ୍ୟୁତିକ ଯାନ ଚଳାଇବା ନେଇ ପ୍ରଶୀକ୍ଷଣ ଦିଆଯାଏ ତେବେ ପ୍ରାୟ ୫୦ଧ ଚାଳକ ତାଲିମ ନେବେ । ୧୩ହଜାର ଡ୍ରାଇଭରଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ସେଥି ମଧ୍ୟରୁ ୪୪ ପ୍ରତିଶତ ଚାଳକ ବୈଦ୍ୟୁତିକ ଯାନ ଚଳାଇବାକୁ ଇଚ୍ଛୁକ ଥିବା ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ ଲଣ୍ଡନରେ ରହୁଥିବା ଯୁବକ ମୋଟର ସାଇକେଲ ଚଳାଇବାକୁ ଆଗ୍ରହୀ । ଲଣ୍ଡନରେ ରହୁଥିବା ୫୩ ପ୍ରତିଶତ ଲୋକଙ୍କ ତୁଳନାରେ ୧୮ ରୁ ୨୪ ବର୍ଷ ବୟସର ପ୍ରାୟ ୪୯ ପ୍ରତିଶତ ବୈଦ୍ୟୁତିକ ଯାନ ପ୍ରତି ଇଚ୍ଛୁକ ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପେଟ୍ରୋଲ ଡିଜେଲ ଗାଡ଼ି ଉପରେ ବ୍ରିଟେନ ସରକାର ପ୍ରତିବନ୍ଧକ ଲାଗାଇଛନ୍ତି । ଏହା ଅଧିକ ଲୋକଙ୍କୁ ବୈଦ୍ୟୁତିକ ଯାନ ବିଷୟରେ ଖୋଲାଖୋଲି ଚିନ୍ତା କରିବାକୁ ବାଧ୍ୟ କରୁଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories