www.samajalive.in
Monday, December 8, 2025
27.1 C
Bhubaneswar

ଡ଼ ଫଣୀନ୍ଦ୍ରଭୂଷଣ ନନ୍ଦ ପାଇଲେ ତୃତୀୟ ନଗେନ୍ଦ୍ରନାଥ ସମୃତି ସମ୍ମାନ

ଭୁନେଶ୍ବର : ବିଶିଷ୍ଟ ସାହିତ୍ୟ ସାଧକ, ଗବେଷକ, ସମାଜସେବୀ ତଥା ସଂଗଠକ ସ୍ବର୍ଗତଃ ଡ଼ ନଗେନ୍ଦ୍ରନାଥ ପ୍ରଧାନଙ୍କ ୮୫ତମ ଜନ୍ମ ଜୟନ୍ତୀ  ପାଳନ କାର୍ଯ୍ୟକ୍ରମ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଦ୍ବାରା ଅନଲାଇନ୍ ଭିଡ଼ିଓ କନଫରେନସିଂ ମାଧ୍ୟମରେ  ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ସଙ୍କଳକ, ଗବେଷକ ତଥା କୃତବିଦ୍ୟ ସ୍ରଷ୍ଟା ଡ଼ ଫଣୀଚନ୍ଦ୍ରଭୂଷଣ ନନ୍ଦଙ୍କୁ ତୃତୀୟ ନଗେନ୍ଦ୍ର ନାଥ ସମୃତି ସମ୍ମାନ-୨୦୨୦ରେ ସମ୍ମାନିତ କରିବା ସହ ମାନପତ୍ର, ଉପଢୌକନ, ନାରୀକେଳ ଡ଼ ପ୍ରଧାନଙ୍କ କିଛି ଗ୍ରନ୍ଥ ସହିତ ୧୧,୧୧୧ ଟଙ୍କାର ଅର୍ଥରାଶୀ ପ୍ରଦାନ କରାଯାଇଅଛି । ଦୁଲର୍ଭ ଓ ଅମୂଲ୍ୟ ସାହିତ୍ୟକୃତି ଏବଂ ସାହିତ୍ୟ ଜଗତର ବରପୁତ୍ରମାନଙ୍କ ଜୀବନୀଗୁଡ଼ିକୁ ପରବର୍ତ୍ତୀ ପିଢୀଙ୍କ ନିକଟରେ ପରିଚିତ କରାଇବା ପାଇଁ ନିଜର ଉଦ୍ୟମ ଜାରି ରହିବ ବୋଲି ଡ଼ ନନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories