www.samajalive.in
Thursday, December 11, 2025
23.1 C
Bhubaneswar

୧୪ ଜିଲ୍ଲାରେ ଆରମ୍ଭହେଲା ଘରଭଙ୍ଗା ସର୍ଭେ

ଭୁବନେଶ୍ବର : ଭୟଙ୍କର ବାତ୍ୟା ଫନି ଦ୍ଵାରା କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ, ବିଭାଗୀୟ କର୍ମଚାରୀ ଘରକୁ ଘର ବୁଲି  ଘରଭଙ୍ଗା ସଂର୍କରେ ତଥ୍ୟ ସଂଗ୍ରହ ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । ଏହି କର୍ମଚାରୀମାନେ ମାଛ ଯାଁଳ କେନ୍ଦ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବେ ।

ସୂଚନାଯୋଗ୍ୟ ରାଜ୍ୟର ଫନି ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ବୁଧବାର ଠାରୁ ଘରଭଙ୍ଗା ସର୍ଭେ ଆରମ୍ଭ ହୋଇଛି । ସର୍ଭେରେ ଯାହାର ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି ବା ନଷ୍ଟ ହୋଇଯାଇଛି ତାଙ୍କୁ ନୂଆ ପକ୍କା ଘର ଯୋଗେଇ ଦିଆଯିବ । ୧୪ଟି ଜିଲ୍ଲାରେ ଘର ଘର ବୁଲି ସର୍ଭେ କରାଯାଉଛି ।

- Advertisement -

ମଇ ୧୫ରୁ ଏହି ସର୍ଭେ ଆରମ୍ଭ ହୋଇ ସପ୍ତାହକ ମଧ୍ୟରେ ଶେଷ ହେବ । ଏହା ପରେ ଜୁନ ପହିଲାରୁ ଘର ତିଆରି ପାଇଁ କାର୍ଯ୍ୟାଦେଶ ଦେବା ଆରମ୍ଭ କରାଯିବ । ଏହା ପରେ ଘର ଭଙ୍ଗା ଅର୍ଥ ବଣ୍ଟନରେ ସ୍ୱଚ୍ଛତା ପାଇଁ ଫଟୋ ଉଠାଯାଇ ପୋର୍ଟାଲରେ ଅପଲୋଡ କରାଯିବ । ସୂଚନାଯୋଗ୍ୟ, ବାତ୍ୟାରେ ପ୍ରାୟ ୫ ଲକ୍ଷ ଘର ଭାଙ୍ଗିଛି ବୋଲି ରାଜ୍ୟ ସରକାର କହିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories