www.samajalive.in
Friday, December 5, 2025
26.1 C
Bhubaneswar

ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ : ଅଦା, ଧନିଆ ଗୁଣ୍ଡ

ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାକୁ ସଭିଏଁ ଇଚ୍ଛା କରିଥାଆନ୍ତି କାରଣ ଏହାଦ୍ୱାରା ହିଁ ସଭିଙ୍କର ଆକର୍ଷଣ ବଢିଥାଏ। ସଠିକ ଭାବେ ମୁହଁର ଯତ୍ନ ନ ନେବା ଦ୍ୱାରା ଏହା ମୁହଁକୁ ଶୁଷ୍କ କରିବା ସହ ବିଭିନ୍ନ ଦାଗ ମଧ୍ୟ ହୋଇଥାଏ। ଏହି କାରଣରୁ ବିଭିନ୍ନ ପ୍ରକାରର କ୍ରିମର ବ୍ୟବହାର ମଧ୍ୟ କରିଥାଆନ୍ତି। ମାତ୍ର କିଛି ଖାଦ୍ୟପଦାର୍ଥରେ ବ୍ୟବହାର ହେଉଥିବା ମସଲା ଖାଦ୍ୟରେ ଖାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବଢିଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଜାଣନ୍ତୁ ତାହା କ’ଣ…..
ଅଦା –
ଅଦା ମୁହଁର ରଙ୍ଗକୁ ସଫା କରିଥାଏ। ଅଦାରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ, ଆଣ୍ଟିବ୍ୟାକ୍ଟେରିଅଲ ଗୁଣ ମୁହଁକୁ ସୁସ୍ଥ ରଖିଥାଏ ଓ ପୋଷକ ପ୍ରଦାନ କରିଥାଏ।
ଧନିଆ ଗୁଣ୍ଡ –
ଏହାରକୁ ଖାଦ୍ୟରେ ବ୍ୟବହାର କରି ଖାଇବା ଦ୍ୱାରା ରକ୍ତ ପରିଷ୍କାର କରିଥାଏ। ମୁହଁର ଉଜ୍ୱଳତା ବଢାଇଥାଏ।
ଡ଼ାଲଚିନି –
ଡ଼ାଲଚିନିକୁ ନିୟମିତ ଖାଦ୍ୟରେ ଖାଇବା ଦ୍ୱାରା ଏହା ରକ୍ତକୁ ସ୍ୱଚ୍ଛ କରିଥାଏ। ମୁହଁର ବିଭିନ୍ନ ଦାଗ ମଧ୍ୟ ଦୂର କରେ।
ଆଖି ତଳର କଳା ଦାଗ ମଧ୍ୟ ଦୂର ହୋଇଥାଏ।
ହଳଦୀ –
ହଳଦୀରେ ଆଣ୍ଟିଏଜିଙ୍ଗ, ଆଣ୍ଟିବାୟୋଟିକ, ଆଣ୍ଟିସେଫଟିକ ଗୁଣ ରହିଛି। ଏହାକୁ ଲଗାଇବା ଦ୍ୱାରା ଏହା ମୁହଁରେ ଥିବା ଅପରିଷ୍କାର ପଦାର୍ଥକୁ ବାହାର କରିଥାଏ। ମୁହଁକୁ ଉଜ୍ୱଳ କରିଥାଏ।
ଗୋଲମରିଚ –
ଦହିରେ ଗୋଲମରିଚଗୁଣ୍ଡ ମିଶାଇ ଲଗାଇଲେ ମୁହଁର ବଣ ସମସ୍ୟା ଦୂର କରିଥାଏ। ମୁହଁରେ ଥିବା ବିଭିନ୍ନ ଦାଗ ମଧ୍ୟ ଦୂର ହୋଇଥାଏ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories