କଟକ- କଟକ ଅବକାରୀ ବିଭାଗକୁ ବଡ଼ ସଫଳତା । ଅବକାରୀ ବିଭାଗ କବଜାରେ ୨ ନିଶା ମାଫିଆ । ୧୭ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ୍ସୁଗାର ବେପାର କରୁଥିବା ସମୟରେ ବାନ୍ଧିଲା କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ କିଶନନଗର ଥାନା ବରଦା ଗାଁର ଜଗନ୍ନାଥ ଦାସ ଓ ମଧୁପାଟଣା ଥାନା ରାଜେନ୍ଦ୍ରନଗରର ରୌନକ ଦୁବେ । ଅଭିଯୁକ୍ତ ଦୁଇଜଣଙ୍କୁ ସିଆର୍ଆର୍ଆଇ ଥାନା ବିରିବାଟି ଅଞ୍ଚଳରୁ ଗିରଫ କରାଯାଇଛି ।
Popular Categories



