www.samajalive.in
Wednesday, December 10, 2025
26.1 C
Bhubaneswar

ଅନଲାଇନରେ ହେବ ଆର୍ଥିକ ଅନଗ୍ରସର ପିଲାଙ୍କ ନାମଲେଖା

ଭୁବନେଶ୍ବର: ରାଜ୍ୟରେ ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କ ପାଇଁ ବ୍ୟାପକ ସଂରକ୍ଷଣ ବ୍ୟବସ୍ଥା ନ ଥିବା ବେଳେ ସେମାନେ ଯେପରି ଶିକ୍ଷା ଗ୍ରହଣରୁ ବାଦ୍ ନ ପଡ଼ିବେ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଇଡବ୍ଲୁଏସ (Economically Weaker Section) ବା ଆର୍ଥିକ ଅନଗ୍ରସର ବର୍ଗର ପିଲାଙ୍କ ନାମଲେଖା ଏଣିକି ଅଫଲାଇନ ଅର୍ଥାତ ବିଦ୍ୟାଳୟ ସ୍ଥରରେ କରା ନ ଯାଇ ଅନଲାଇନରେ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  ଇଡବ୍ଲୁଏସ ଆଡମିଶନ ଅଧିକାର ଆଗରୁ ସ୍କୁଲମାନଙ୍କ ପାଖରେ ରହୁଥିଲା।

ସୂଚନା ଅନୁଯାୟୀ, ପୂର୍ବରୁ ଇଡବ୍ଲୁଏସ ନିୟମକୁ ଉଲ୍ଲଙ୍ଘନ କରି ବଳକା ଆସନରେ ସାଧାରଣ ବର୍ଗ ପିଲାଙ୍କ ଆଡମିଶନ ଅଭିଯୋଗ ହୋଇଥିଲା। ଡିଏଭି ସ୍କୁଲ ନାଁରେ ଏପରି ଅଭିଯୋଗ ଆଣିଥିଲେ ରାଜ୍ୟ ଅଭିଭାବକ ମହାସଂଙ୍ଘ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories