www.samajalive.in
Saturday, December 6, 2025
26.1 C
Bhubaneswar

ସନ୍ଧ୍ୟା ୭ଟାର ମୁଖ୍ୟ ଖବର

  • ସୈନ୍ୟପ୍ରତ୍ୟାହାର କଲେ ଭାରତ ଓ ଚୀନ୍‌ ଦ୍ୱିପାକ୍ଷିକ କଥାବାର୍ତ୍ତା ପରେ ଗୋଗ୍ରା ହଟସ୍ପ୍ରିଙ୍ଗ୍‌ର ପିପି-୧୫ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କଲେ । ଷୋଡଶ କମାଣ୍ଡର୍ସ ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ନେଲେ ଏହି ପଦକ୍ଷେପ ।
  • ହୀରାକୁଦ ନଦୀବନ୍ଧର ସମସ୍ତ ଗେଟ୍ ବନ୍ଦ କରାଯାଇଥିବା ସୂଚନା ଡ୍ୟାମରୁ ତଳଆଡକୁ ଆଉ ଛଡାଯାଉ ନାହିଁ ପାଣି ।
  • କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି .. ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ଆଜି ହେଲା ଭୂମିପୂଜନ .. ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ..
  • ଧଳାଜହରର ହବ୍‌ ପାଲଟିଛି ବାଲେଶ୍ୱର .. ପୁଣି ଅରଡ଼ ବଜାରରୁ ୧,୩୮୦ଗ୍ରାମ୍ ଧଳାଜହର ଜବତ .. ରେଲୱେ ଲେବଲ କ୍ରସିଂ ନିକଟରୁ ଚଢ଼ାଉ କରି ଜବତ କଲା ଏସଟିଏଫ୍ ଓ ବାଲେଶ୍ୱର ପୁଲିସ .. ଜବତ ଧଳାଜହରର ଆନୁମାନିକ ମୂଲ୍ୟ କୋଟିଏ ୩୦ଲକ୍ଷ ଟଙ୍କା .. ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବିଭାଗ ..
  • ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପ ରୂପ… ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ସମ୍ଭାବନା… ଲଗାତର ଦୁଇଦିନ ଧରି ଭିଜିବ ଓଡ଼ିଶା… ୧୧ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
  • ସକାଳୁ ସକାଳୁ ଥରିଲା ଜମ୍ମୁ-କାଶ୍ମୀର… କଟ୍ରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ… ୭ଟା ୫୨ ମିନିଟ୍‌ରେ ଭୂମିକମ୍ପ ହୋଇଥିବା ସୂଚନା… ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା କରାଯାଉଛି ଅନୁମାନ…
  • ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ .. ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୮,ସଙ୍ଗରୋଧରୁ ୧୫୭,ସ୍ଥାନୀୟ ୧୧୨ .. ୧ ହଜାର ୬୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
  • କ୍ୟାବିନେଟ୍ ବୈଠକରେ ପିଏମଶ୍ରୀ ଯୋଜନାକୁ ମିଳିଲା ମଞ୍ଜୁରୀ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ଯୋଜନାରେ ହେବ ବିଦ୍ୟାଳୟର ଉନ୍ନତିକରଣ… ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇବ ସ୍ୱତନ୍ତ୍ର ବ୍ୟବସ୍ଥା… ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ….
  • ଚଳିତ ସପ୍ତାହର ଶେଷସୁଦ୍ଧା ପ୍ରକାଶ ପାଇବ ଓସିଏସ୍‍ ୨୦୨୦ ପରୀକ୍ଷାଫଳ… ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଲେ ଲୋକସେବା ଆୟୋଗ ଅଧ୍ୟକ୍ଷ… ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ଓସିଏସ୍‍ ସାକ୍ଷାତକାର ପରୀକ୍ଷା… ଏନେଇ ଓଡ଼ିଶା ଲୋକସେବା ଆୟୋଗର ୱେବ୍‍ ସାଇଟ୍‍ରେ ଉପଲବ୍ଧ ହେବ ସୂଚନା…

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories