www.samajalive.in
Wednesday, December 10, 2025
26.1 C
Bhubaneswar

ଡିଆର୍‍ଡିଓ ପକ୍ଷରୁ ସୁଖୋଇ ଲଢ଼ୁଆ ବିମାନରୁ ୫୦୦ କିଗ୍ରା ଗାଇଡେଡ୍‍ ବୋମାର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ(ଡିଆର୍‍ଡିଓ) ରାଜସ୍ଥାନର ପୋଖରାନ୍‍ରୁ ସୁଖୋଇ ଲଢ଼ୁଆ ବିମାନରୁ ସ୍ୱଦେଶ ନିର୍ମିତ ୫୦୦ କିଲୋଗ୍ରାମ ଶ୍ରେଣୀର ଏକ ଗାଇଡେଡ୍‍ ବୋମାର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ କୁହାଯାଇଛି, ଏହି ବୋମା ନିର୍ଦ୍ଧାରିତ ଦୂରତା ପର୍ୟ୍ୟନ୍ତ ସଠିକ୍‍ ଲକ୍ଷ୍ୟଭେଦ କରିଛି ।

ପରୀକ୍ଷଣବେଳେ ବୋମାର ସବୁ ମିଶନ୍‍ ଲକ୍ଷ୍ୟଗୁଡ଼ିକ ସଫଳ ହୋଇଛି ଏବଂ ଏହା ବିଭିନ୍ନ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ସୁଖୋଇ ଯୁଦ୍ଧବିମାନରୁ ସୁପର ସୋନିକ୍‍ ବ୍ରହ୍ମୋସ୍‍ କ୍ରୁଇଜ୍‍ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରୁ ସ୍ଥଳଭାଗ ଲକ୍ଷ୍ୟଭେଦୀ ସଫଳ ପରୀକ୍ଷଣର ଦୁଇ ଦିନ ପରେ ଏହି ପରୀକ୍ଷଣ କରାଯାଇଛି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories