ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ କୋଚ
ଭୁବନେଶ୍ବର: ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ ଦଳର ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି। ସେହିପରି ରୂମେଲି ଧର ଓଡ଼ିଶା ସିନିୟର ମହିଳା ଦଳର ମୁଖ୍ୟ କୋଚ ନିଯୁକ୍ତ ହୋଇଥିବାବେଳେ ପୂର୍ବତନ ରଣଜୀ ଖେଳାଳୀ ଅମିୟ ରାୟ ହେଲେ ସିନିୟର ଟିମର ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି। ପ୍ରଭରଞ୍ଜନ ମଲ୍ଲିକ ଜୁନିୟର କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ହୋଇଥିବାବେଳେ ରଶ୍ମିତା ମହାପାତ୍ରଙ୍କୁ ସିନିୟର ଟିମର ଚୟନକର୍ତ୍ତା ଦାୟିତ୍ବ ଦିଆଯାଇଛି।
Comments are closed.