BJD Bijuli 480×75 Mob

କଟକ ବାଦାମବାଡିରେ ନକଲି ପୁଲିସକୁ ଧରିଲା ଅସଲି ପୁଲିସ; କରୁଥିଲେ ଲୁଟ୍..

BJD Bijuli 480×75 Mob

କଟକ : ନକଲି ପୁଲିସକୁ ଧରିଲା ଅସଲି ପୁଲିସ। କଟକରେ ପୁଲିସ ପରିଚୟ ଦେଇ ଲୁଟ୍ କରୁଥିବା ୩ ଜଣଙ୍କୁ ସୋମବାର ଗିରଫ କରାଯାଇଛି। ବାଦାମବାଡି ଅଞ୍ଚଳରେ ପୁଲିସ ପରିଚୟ ଦେଇ ଲୁଟ୍ କରୁଥିଲେ। ୩ ଜଣ ନକଲି ପୁଲିସଙ୍କୁ କମିଶନରେଟ ପୁଲିସ ଗିରଫ କରିଛି। ଗିରଫ ୩ ଜଣଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ର ଓ ଜଣେ ମଧ୍ୟପ୍ରଦେଶର ହୋଇଥିବା ନେଇ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..

Comments are closed.