www.samajalive.in
Monday, December 8, 2025
20.1 C
Bhubaneswar

ବାସ୍ତୁଶାସ୍ତ୍ରରେ କଣ ରହିଛି କ୍ରିଷ୍ଟାଲ୍‌ କଇଁଛର ମହତ୍ତ୍ବ….

ନୂଆଦିଲ୍ଲୀ: ଆଜିକାଲିର ଆଧୁନିକ ସମାଜରେ ଲୋକେ ନିଜ ଦୈନ୍ୟନ୍ଦିନ ଜୀବନରେ ପ୍ରତ୍ୟେକଟି କାର୍ଯ୍ୟ କରିବା ପୂର୍ବରୁ ବାସ୍ତୁ ଶାସ୍ତ୍ରକୁ ବେଶ୍ ପ୍ରାଧାନ୍ୟ ଦେଉଛନ୍ତି। ଆପଣମାନେ ଦେଖିଥିବେ କିଛି ଲୋକ ଘରେ କ୍ରିଷ୍ଟାଲ କଇଁଛକୁ ଘରେ ରଖିଥାନ୍ତି । ଏହା ଭଗବାନ୍ ବିଷ୍ଣୁ ଙ୍କର ଅବତାର। ଏବଂ ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁ ଅନୁଯାୟୀ କାଚରେ ପ୍ରସ୍ତୁତ କଇଁଛକୁ ଘରେ ରଖିଲେ ଅନେକ ପ୍ରକାରର ବାସ୍ତୁଦୋଷ ଦୂର ହୋଇଥାଏ। ଯଦି ଆପଣ କ୍ରିଷ୍ଟାଲ କଇଁଛକୁ ଘରର ଉତ୍ତର ଦିଗରେ ରଖୁଛନ୍ତି, ତେବେ ଏହାଦ୍ଵାରା  ଧନଲାଭ ସହ ଶତ୍ରୁନାଶ କରିଥାଏ। ଅଫିସ୍‌ ଟେବୁଲ୍‌ ଉପରେ କାଚର କଇଁଛ ରଖିବା ଦ୍ବାରା ଆର୍ଥିକ ଉନ୍ନତି ସହିତ ଅଧୁରା କାମ ଶେଷ ହୋଇଥାଏ। ଧନ ଲାଭ ପାଇଁ କ୍ରିଷ୍ଟାଲ କଇଁଛକୁ ଆଲମିରାରେ ରଖିପାରିବେ । ପୂଜା ଘରେ କ୍ରିଷ୍ଟାଲ୍‌ କଇଁଛକୁ ଏକ  ହଳଦିଆ ବସ୍ତ୍ର ଉପରେ ରଖିଲେ ଶୁଭ ହୋଇଥାଏ ବୋଲି ବିବେଚନା କରାଯାଏ। କିନ୍ତୁ ବେଡରୁମ୍‌ରେ କ୍ରିଷ୍ଟାଲ୍ କଇଁଛ ନରଖି,  ଯେତେସମ୍ଭବ ଡ୍ରଇଂ ରୁମ୍‌ରେ ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories