ରାଜ୍ୟରେ ୪ ହଜାର ୩୫୬ ନୂଆ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର : ଦିନକୁ ଦିନକୁ ଦିନ ହୁ ହୁ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୩୫୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୫୨୯ ଓ ୧ ହଜାର ୮୨୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୫,୪୫୨ରେ ପହଞ୍ଚିଛି। ୩୯,୧୮୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୬୫, ୪୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Covid-19 Report For 25th September
New Positive Cases: 4356
In quarantine: 2529
Local contacts: 1827(Details of local contacts will be shared by concerned Dist Administration)
District Wise Cases
1. Angul: 197
2. Balasore: 194
3. Bargarh: 106
4. Bhadrak: 124
5. Balangir: 76— I & PR Department, Odisha (@IPR_Odisha) September 26, 2020
22. Mayurbhanj: 153
23. Nawrangpur: 58
24. Nayagarh: 51
25. Nuapada: 173
26. Puri: 168
27. Rayagada: 121
28. Sambalpur: 81
29. Sonepur: 14
30. Sundargarh: 101
31. State Pool: 326New Recovery: 4388
Cumulative Tested: 3062717
Positive: 205452
Recovered: 165432
Active Case: 39184— I & PR Department, Odisha (@IPR_Odisha) September 26, 2020
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୦୨ । ଅନୁଗୁଳରୁ ୧୯୭, ବାଲେଶ୍ୱରରୁ ୧୯୪, ବରଗଡ଼ ୧୦୬, ଭଦ୍ରକ ୧୨୪, ବଲାଙ୍ଗୀର ୭୬,ବୌଦ୍ଧ ୪୯, କଟକ ୪୦୯, ଦେଓଗଡ଼ ୧୪, ଢେଙ୍କାନାଳ ୮୪, ଗଜପତି ୨୦, ଗଞ୍ଜାମ ୬୨, ଜଗତସିଂହପୁର ୧୭୧, ଯାଜପୁର ୧୩୬, ଝାରସୁଗୁଡ଼ା ୧୨୦, କଳହାଣ୍ଡି ୭୧, କନ୍ଧମାଳ୯୧, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୫୫, କୋରାପୁଟ ୮୨, ମାଲକାନଗିରି ୨୮, ମୟୁରଭଞ୍ଜ ୧୫୩, ନବରଙ୍ଗପୁର ୫୮, ନୟାଗଡ଼ ୫୧, ନୂଆପଡ଼ା ୧୭୩, ପୁରୀ ୧୬୮, ରାୟଗଡ଼ା ୧୨୧, ସମ୍ବଲପୁର ୮୧, ସୋନପୁର ୧୪, ସୁନ୍ଦରଗଡ଼୧୦୧ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.