୨୪ ଘଣ୍ଟାରେ ୩ହଜାର ୬୦୦ ନୂଆ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ୭୬୬
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩ହଜାର ୬୦୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୧୦୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧ ହଜାର ୪୯୧ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛିନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ ରେ ପହଞ୍ଚିଛି। ୧,୯୦,୦୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫,୩୨୬ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
Covid-19 Report For 1st October
New Positive Cases: 3600
In quarantine: 2109
Local contacts: 1491(Details of local contacts will be shared by concerned District Administration)
District Wise Cases
1. Angul: 100
2. Balasore: 107
3. Bargarh: 106
4. Bhadrak: 82
5. Balangir: 99— I & PR Department, Odisha (@IPR_Odisha) October 2, 2020
22. Mayurbhanj: 156
23. Nawrangpur: 116
24. Nayagarh: 74
25. Nuapada: 84
26. Puri: 115
27. Rayagada: 32
28. Sambalpur: 126
29. Sonepur: 129
30. Sundargarh: 89
31. State Pool: 158New Recovery: 4380
Cumulative Tested: 3348861
Positive: 226334
Recovered: 190080
Active Case: 35326— I & PR Department, Odisha (@IPR_Odisha) October 2, 2020
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬୬ ଓ କଟକରୁ ୩୫୮ । ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୦୭, ବରଗଡ଼ ୧୦୬, ଭଦ୍ରକ ୮୨, ବଲାଙ୍ଗୀର ୯୯, ବୌଦ୍ଧ ୪୭, ଦେଓଗଡ଼ ୧୧, ଢେଙ୍କାନାଳ ୪୭, ଗଜପତି ୧୯, ଗଞ୍ଜାମ ୩୧, ଜଗତସିଂହପୁର ୭୩, ଯାଜପୁର ୧୩୯, ଝାରସୁଗୁଡ଼ା ୪୧, କଳାହାଣ୍ଡି ୫୧, କନ୍ଧମାଳ ୯୭, କେନ୍ଦ୍ରାପଡ଼ା ୧୨୯, କେନ୍ଦୁଝର ୧୦୬, କୋରାପୁଟ ୬୬, ମାଲାକନଗିରି ୪୬, ମୟୁରଭଞ୍ଜ ୧୫୬, ନବରଙ୍ଗପୁର ୧୧୬, ନୟାଗଡ଼ ୭୪, ନୂଆପଡ଼ା ୮୪, ପୁରୀ ୧୧୫, ରାୟଗଡ଼ା ୩୨, ସମ୍ବଲପୁର ୧୨୬, ସୋନପୁର ୧୨୯, ସୁନ୍ଦରଗଡ଼ ୮୯, ଷ୍ଟେଟ ପୁଲ୍ ୧୫୮ ଚିହ୍ନଟ ହୋଇଛନ୍ତି।
Comments are closed.