ଓଡିଶାରେ କରୋନା ; ଏକ ଜିଲାରୁ ଏକ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଜଣେ କରୋନା ଆକ୍ରାନ୍ତ। ଦୀର୍ଘ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଦେଶରେ ତଥା ରାଜ୍ୟରେ କରୋନା ନିଜର କାୟା ବିସ୍ତାର କରିବା ପରେ ଓଡିଶାରେ ୨ ବର୍ଷ ପରେ ୨୪ ଘଣ୍ଟାରେ ପ୍ରଥମ ଥର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ , ସ୍ଥାନୀୟରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ସଙ୍ଗରୋଧରୁ ଜଣେ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲାରୁ ଉକ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 22nd April
New Positive Cases: 1
Of which 0-18 years: 0
In quarantine: 1
Local contacts: 01. Sambalpur: 1
New recoveries: 17
Cumulative tested: 31161429
Positive: 1287980
Recovered: 1278718
Active cases: 85— I & PR Department, Odisha (@IPR_Odisha) April 23, 2022
ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୮୦କୁ ବୃଦ୍ଧି ପାଇଛି। ୧୨,୭୮,୭୧୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.