୮ ଜିଲାରୁ ୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨,ସଙ୍ଗରୋଧରୁ ୮, ସ୍ଥାନୀୟ ୫।ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୭,୯୩୫କୁ ବୃଦ୍ଧି ପାଇଛି। ୧୨,୭୮,୬୫୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦୭ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 17th April
New Positive Cases: 13
Of which 0-18 years: 2
In quarantine: 8
Local contacts: 5(Details of local contacts will be shared by concerned District)
1. Balasore: 1
2. Balangir: 2
3. Cuttack: 1
4. Kendrapada: 2
5. Khurda: 2— I & PR Department, Odisha (@IPR_Odisha) April 18, 2022
6. Puri: 1
7. Sambalpur: 3
8. Sonepur: 1New recoveries: 11
Cumulative tested: 31065665
Positive: 1287935
Recovered: 1278652
Active cases: 107— I & PR Department, Odisha (@IPR_Odisha) April 18, 2022
୮ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୧, ବଲାଙ୍ଗୀର ୨, କଟକ ୧, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୨, ପୁରୀ ୧, ସମ୍ବଲପୁର ୩, ସୋନପୁର ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.