୨୧ ଜିଲା ଓ ଷ୍ଟେଟ ପୁଲରୁ ୮୬ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗତକାଲି ଜଣାପଡିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଏଥିରେ ସାମାନ୍ୟ ହ୍ରାସ ହୋଇଥିବା ଦେଖାଯାଇଛି। ଦିନକରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୧ସ୍ଥାନୀୟ ୩୫। ମୋଟ ପଜିଟିଭ ୩,୩୭,୧୦୪କୁ ବୃଦ୍ଧି ପାଇଛି। ୩,୩୪,୪୬୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 26th Feb
New Positive Cases: 86
In quarantine: 51
Local contacts: 35(Details of local contacts will be shared by concerned District Administration)
District Wise Cases:
1. Angul: 3
2. Balasore: 7
3. Bargarh: 4
4. Balangir: 6
5. Cuttack: 5
6. Deogarh: 2— I & PR Department, Odisha (@IPR_Odisha) February 27, 2021
20. Sonepur: 1
21. Sundargarh: 10
22. State Pool: 1New recoveries: 63
Cumulative tested: 8300449
Positive: 337104
Recovered: 334463
Active cases: 673— I & PR Department, Odisha (@IPR_Odisha) February 27, 2021
୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୦ ଆକ୍ରାନ୍ତ। ଅନ୍ୟ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୩, ବାଲେଶ୍ୱର ୭, ବରଗଡ ୪, ବଲାଙ୍ଗୀର ୬, କଟକ ୫, ଦେଓଗଡ ୨, ଗଜପତି ୧, ଯାଜପୁର ୪, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୯, କୋରାପୁଟ ୨, ମୟୁରଭଞ୍ଜ ୫, ନବରଙ୍ଗପୁର ୩, ନୟାଗଡ ୧, ନୂଆପଡା ୧, ପୁରୀ ୪, ସମ୍ବଲପୁର ୯, ସୋନପୁର ୧, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.