ଓଡିଶା ବିଧାନସଭା ପାଇଁ କଂଗ୍ରେସର ୪୯ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଡେସ୍କ: ଓଡିଶା ବିଧାନସଭା ନିର୍ବାଚନ ନିମନ୍ତେ ପୂର୍ବରୁ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି କଂଗ୍ରେସ ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ୪୯ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ନୂଆପଡ଼ାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ। ଏଆଇସିସି ଦ୍ୱାରା ଜାରି କରାଯାଇଥିବା ପ୍ରାର୍ଥୀ ତାଲିକା –
୧. ପଦ୍ମପୁର- ଟଙ୍କଧର ସାହୁ
୨. ବିଜେପୁର- କିଶୋର ଦଫାଦାର
୩. ବରଗଡ଼- ନିପନ ଦାସ
୪. ଭଟଲୀ- ବ୍ରହ୍ମା ମହାକୁଡ଼
୫. ବ୍ରଜରାଜନଗର- କିଶୋର ପଟେଲ
୬. ତଳସରା- ପ୍ରବୋଧ ତିର୍କୀ
୭. ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
୮. ବୀରମିତ୍ରପୁର – ଜେଏମଏମ ପ୍ରାର୍ଥୀ ଦେବ
୯. ରଘୁନାଥପାଲୀ- ଗୋପାଳ ଦାସ
୧୦. ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
୧୧. ରାଜଗାଙ୍ଗପୁର- ରାଜନ ଏକ୍କା
୧୨. ବଣାଇ – ସିପିଆଇଏମ ପ୍ରାର୍ଥୀ ଦେବ
୧୩. ଲୋଇସିଂହା- ଓମ୍‌ ପ୍ରକାଶ କୁମ୍ଭାର
୧୪ ପାଟଣାଗଡ଼- ଅନୀଲ ମେହେର
୧୫. ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
୧୬. କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
୧୭. ନୂଆପଡା – ଶରତ ପଟ୍ଟନାୟକ
୧୮. ଉମରକୋଟ- ସନରାଜ ଗଣ୍ଡ
୧୯. ଝରିଗାଁ- ହାରାବତୀ ଗଣ୍ଡ
୨୦. ନବରଙ୍ଗପୁର- ଦିଲୀପ ପ୍ରଧାନୀ
୨୧. ଡାବୁଗାଁ- ଲିପିକା ମାଝୀ
୨୨. ଲାଞ୍ଜିଗଡ଼- ବଳଭଦ୍ର ମାଝୀ
୨୩. ଜୁନାଗଡ଼- ତୁଳେଶ୍ବର ନାଏକ
୨୪. ଧର୍ମଗଡ଼- ରଶ୍ମୀରେଖା ରାଉତ
୨୫. ଭବାନୀପାଟଣା- ସାଗର ଦାସ
୨୬. ନର୍ଲା- ଭକ୍ତ ଚରଣ ଦାସ
୨୭. ବାଲିଗୁଡ଼ା- ସୁରଦ ପ୍ରଧାନ
୨୮. ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
୨୯. ଫୁଲବାଣୀ- ପ୍ରତିଭା କହଁର
୩୦. କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
୩୧. ବୌଦ୍ଧ- ନବ ମିଶ୍ର
୩୨. ଭଂଜନଗର- ପ୍ରଶାନ୍ତ ବିଷୋୟୀ
୩୩. ପୋଲସରା- ଅଗସ୍ତୀ ବରଦା
୩୪. କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ
୩୫. ସୋରଡ଼ା- ହରିକ୍ରିଷ୍ଣା ରଥ
୩୬. ସାନଖେମୁଣ୍ଡି- ରମେଶ ଜେନା
୩୭. ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ
୩୮. ମୋହନା- ଦାଶରଥୀ ଗମାଙ୍ଗ
୩୯. ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
୪୦. ଗୁଣପୁର- ସତ୍ୟଜିତ ଗମାଙ୍ଗ,
୪୧. ବିଷମକଟକ- ନୀଳମାଧବ ହିକକା
୪୨. ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା
୪୩. ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା
୪୪. କୋଟପାଡ଼- ଅନାମ ଦିଆନ
୪୫. ଜୟପୁର- ତାରା ବାହିନୀପତି
୪୬. କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
୪୭. ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ
୪୮. ମାଲକାନଗିରି- ମାଲା ମାଢ଼ୀ
୪୯. ଚିତ୍ରକୋଣ୍ଡା- ମଙ୍ଗୁ ଖିଲ


ତେବେ ୪୯ଟି ଆସନ ମଧ୍ୟରୁ ୨ଟି ଆସନ ବୀରମିତ୍ରପୁର ଓ ବଣାଇ ପାଇଁ ଅନ୍ୟ ଦୁଇ ଦଳ ପ୍ରାର୍ଥୀ ଦେବେ। ବୀରମିତ୍ରପୁରରେ ଜେଏମଏମ ଏବଂ ବଣାଇରେ ସିପିଆଇଏମ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି।

Comments are closed.