ସମାଜ ଲାଇଭ୍: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନ ଯୋଗେ ନୂଆପଡ଼ା ନିକଟ ଗୋତମା ବିମାନ ଅବତରଣ ସ୍ଥଳରେ ପହଞ୍ଚିଥିଲେ। ଉପନିର୍ବାଚନ ପାଇଁ ସେଠାରେ ମୁତୟନ ଫ୍ଲାଇଂ ସ୍କୁଆର୍ଡ ଟିମ-୪ ଓ ଭିଡିଓ ଉତ୍ତୋଳନକାରୀ ବିମାନରେ ପଶି ଯାଞ୍ଚ କରିଥିଲେ। ଉପନିର୍ବାଚନ ଉପରେ ନଜର ରଖୁଥିବା ଏମ୍ ସିସି ଅଧୀନରେ ଏହି ଯାଞ୍ଚ କାର୍ଯ୍ୟକାରୀ କରାଯାଇଥିବା ଜଣାପଡିଛି।
Popular Categories



