www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶବାସୀଙ୍କ ସ୍ଵପ୍ନ ପୂରଣ କରିବୁ, ସମସ୍ତଙ୍କୁ ଧନ୍ୟବାଦ – ଇସ୍ରୋ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ – ଇସ୍ରୋ ଚନ୍ଦ୍ରଯାନ – ୨ର ପ୍ରକ୍ଷେପଣ ନେଇ ମିଳିଥିବା ଅପାର ସମର୍ଥନ ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣେଇଛନ୍ତି। ଏହି ଅଭିଯାନରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ସଫଳ ଭାବେ ଅବତରଣ ନ କରି ପାରିବା ସତ୍ୱେ ସାରା ଦେଶ ଏକଜୁଟ ହୋଇ ଇସ୍ରୋର ମନୋବଳ ବୃଦ୍ଧି କରିଥିବା ବିଷୟକୁ ସଂଗଠନ ସ୍ୱୀକାର କରିଛି। ମଙ୍ଗଳବାର ସନ୍ଧ୍ୟାରେ ଇସ୍ରୋ ଟ୍ୱିଟ କରି ଦେଶବାସୀଙ୍କ ଅଭୂତପୂର୍ବ ସମର୍ଥନର ପ୍ରଶଂସା କରିଛି। କେବଳ ଦେଶ ନୁହେଁ ବରଂ ବିଦେଶରେ ବସବାସ କରୁଥିବା ଭାରତୀୟମାନଙ୍କ ସମର୍ଥନ ଓ ଶୁଭେଚ୍ଛାକୁ ସମ୍ମାନ ଜଣାଇ ଇସ୍ରୋ କହିଛି, ଭାରତୀୟ ମହାକାଶ ଗବେଷଣା ସଂଗଠନ ଆଗାମୀ ଦିନରେ ଭାରତୀୟମାନଙ୍କ ସ୍ଵପ୍ନ ପୁରାଣ କରିବାରେ ସଫଳତା ହାସଲ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories