bjd gruha runa banner

ଓଲଟିଲା ଯାତ୍ରୀବାହୀ ବସ୍, ୩ ମୃତ

BSKY banner  750×100

ଭୁବନେଶ୍ବର : ଓଡିଶାରୁ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଓଭରବ୍ରିଜରୁ ଖସିଲା ଯାତ୍ରୀବାହୀ ବସ୍ । ସୋମବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ ପଶ୍ଚିମବଙ୍ଗ ଯାଉଥିବା ସମୟରେ ଜାତୀୟ ରାଜପଥ ୧୬ର କୁଆଖିଆ ଛକ ନିକଟରେ ଓଭରବ୍ରିଜରୁ ତଳକୁ ଖସିପଡିଥିଲା । ଏହି ସମୟରେ ବସରେ ୫୦-୬୦ରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣାରେ  ୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟଲୋକେ ଏବଂ ଧର୍ମଶାଳା ଓ କୁଆଖିଆ ଥାନା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ସମସ୍ତଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।

ଉଠା ଦୋକାନୀଙ୍କ କବଜାରେ ଗୋପାଳପୁର ବେଳାଭୂମି

Comments are closed.