ଉଠା ଦୋକାନୀଙ୍କ କବଜାରେ ଗୋପାଳପୁର ବେଳାଭୂମି

ଗୋପାଳପୁର : ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀମାନଙ୍କ ମଧ୍ୟରୁ ଗୋପାଳପୁର ଏକ ପ୍ରମୁଖ ପର୍ଯଟନସ୍ଥଳୀ । କିନ୍ତୁ ଏଠାରେ ପର୍ଯ୍ୟଟକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାବେଳେ ପର୍ଯ୍ୟଟକ ସୁବିଧା ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ମୁଖ୍ୟ ବେଳାଭୂମି ରହିଥିବାବେଳେ ଏବେ ଏହା … Continue reading ଉଠା ଦୋକାନୀଙ୍କ କବଜାରେ ଗୋପାଳପୁର ବେଳାଭୂମି