ବୁର୍ଲା: ସମ୍ବଲପୁର ବୁର୍ଲା ମେଡିକାଲରେ ଜଣେ ଡାକ୍ତରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ମାଡ ମାରିଥିବା ବ୍ୟକ୍ତିକୁ କାବୁ କରାଯାଇ ମେଡିକାଲ ଫାଣ୍ଡିରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ବୁର୍ଲା ପୁଲିସ ପହଞ୍ଚିଛି। ଏପର୍ଯ୍ୟନ୍ତ ଡାକ୍ତରଙ୍କୁ ମାଡ ମରାଯିବାର ପ୍ରକୃତ କାରଣ ଜଣାପଡିନାହିଁ।
Popular Categories



