bjd gruha runa

ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀଙ୍କ ଘରେ ଚଢ଼ାଉ

BJD Bijuli 480×75 Mob

ବୌଦ୍ଧ : ବୌଦ୍ଧ ସହରସ୍ଥିତ ବଂଶଲ ଟ୍ରେଡସରେ ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି। ବ୍ୟବସାୟୀ ଶମ୍ଭୁପ୍ରସାଦ ଅଗ୍ରୱାଲଙ୍କ ବାସଭବନ, ଦୋକାନ ଏବଂ ଗୋଦାମ ଗୃହରେ ଚଢ଼ାଉ କରିଛି ଜିଏସ୍‌ଟି ଟିମ୍‌ । ତେବେ ଜିଏସ୍‌ଟି ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।

Comments are closed.