www.samajalive.in
Sunday, December 7, 2025
23.1 C
Bhubaneswar

ଜିଲା ଯୁବ କୁଲୁତା ସମାଜର ଗରମ ଓ ଥଣ୍ଡା ପାଣି ବିତରଣ

ବଲାଙ୍ଗିର: ବଲାଙ୍ଗିର ଜିଲା ଯୁବ କୁଲୁତା ସମାଜ ପକ୍ଷରୁ ସ୍ଥାନୀୟ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ଗରମ ଓ ଥଣ୍ଡା ପାଣି ବିତରଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଠିକ୍‍ ସେତିକି ବେଳେ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍‍ପିଟାଲରେ ରୋଗୀଙ୍କୁ ପିଇବା ଗରମ ପାଣି ପାଇଁ ପଇସା ଦେବାକୁ ପଡୁଛି।

ଏଭଳି ପରିପ୍ରେକ୍ଷୀରେ ଜିଲା ଯୁବ କୁଲୁତା ସମାଜ ପକ୍ଷରୁ ନିଶୁଳ୍କ ଗରମ ପାଣି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛି। ଜିଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭୀମ ସାହୁ ଉଦ୍‍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ କୌ÷ସ୍ତବ ସାହୁ, ବିଶ୍ୱନାଥ ବିଶ୍ୱାଲ, ସୁଧିର ପଧାନ, ଲିଙ୍ଗରାଜ ଭୋଇ, ଦୈତାରୀ ସାହୁ, ପ୍ରକାଶ ସାହୁ, ଆଶିଷ ବେହେରା, କେଶବ ବିଶ୍ୱାଲ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଦେବାଶିଷ ପ୍ରଧାନ, ଅଭିଜିତ ଗଡତ୍ୟା, ଚନ୍ଦ୍ର ସାହୁ, ଆଶିଷ ବିଶ୍ୱାଲ, ପଦ୍ମ ପଧାନ, ସୁବୋଧ ବିଶ୍ୱାଲ, ସନ୍ତୋଷ ସାହୁ ସମେତ ଜିଲାର ବିଭିନ୍ନ ବ୍ଲକର କର୍ମକର୍ତ୍ତା ଯୋଗ ଦେଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories