www.samajalive.in
Friday, December 5, 2025
27.1 C
Bhubaneswar

୨ ମହିଳାଙ୍କ ଉପରେ ଚଢ଼ିଗଲା ବିଏମଡବ୍ଲ୍ୟୁ, ପାର୍ଟିରେ ପହଞ୍ଚିବାକୁ ବିଳମ୍ବ ହେବାରୁ ରଙ୍ଗରୁଟରେ ଦ୍ରୁତଗତିରେ ଯାଉଥିଲେ ଚାଳକ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ବିଏମଡବ୍ଲ୍ୟୁ କାର୍‌ ଏକ ସ୍କୁଟିକୁ ଧକ୍କା ଦେବା ପରେ ସେଥିରେ ଯାଉଥିବା ୨ ମହିଳାଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ସାଙ୍ଗ ଜନ୍ମଦିନ ପାର୍ଟିରେ ପହଞ୍ଚିବାକୁ ବିଳମ୍ବ ହେଉଥିବାରୁ କାର ଚାଳକ ରଙ୍ଗରୁଟରେ ଦ୍ରୁତଗତିରେ ଗାଡ଼ି ଚଳାଇ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ମହିଳା ହେଲେ ଦୀକ୍ଷା ଜାଦନ(୨୫) ଏବଂ ଲକ୍ଷ୍ମୀ ତୋମାର(୨୪)। ଉଭେୟ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଗଜେନ୍ଦ୍ର ପ୍ରତାପ ସିଂହଙ୍କୁ ଗିରଫ କରିଛି। ଗଜେନ୍ଦ୍ର ଘର ଗ୍ବାଲିଅର ହୋଇଥିବାବେଳେ ସେ ଇନ୍ଦୋରର ସନ୍‌ସିଟିରେ ରହୁଥିଲା। ଧାରା ୧୦୫ (ଉଦ୍ଦେଶ୍ୟ ନ ଥାଇ ହତ୍ୟା) ଅନୁସାରେ ତା’ ନାଁରେ ଏକ ମାମଲା ରୁଜୁ ହୋଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories