www.samajalive.in
Monday, December 8, 2025
24.1 C
Bhubaneswar

ବିଇଓ ଅଫିସ ଟଙ୍କା ହେରଫେର ଘଟଣାରେ ୩ ଗିରଫ

ଭବାନୀପାଟଣା: ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଅଫିସରେ ୩୯ଲକ୍ଷ ଟଙ୍କା ହେରଫେର ଘଟଣାରେ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କ ଭିଣୋଇଙ୍କ ସମେତ ୩ ଗିରଫ ହୋଇଛନ୍ତି। ଶୁଚିସ୍ମିତା ସୁଆରଙ୍କ ଭିଣୋଇ ଗଙ୍ଗାଧର ପୂଜାରୀ ବରଗଡ଼ରୁ ଗିରଫ ହୋଇଛନ୍ତି। ଏହି ଘଟଣାରେ ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତି ଓ ଅନ୍ୟଜଣେ ଗୋପାଳକୃଷ୍ଣ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି। ଗଙ୍ଗାଧର ପୂଜାରୀ, ପୂର୍ଣ୍ଣଶଶି ମହାନ୍ତି ଓ ଗୋପାଳକୃଷ୍ଣ ଦାସଙ୍କୁ ଭବାନୀପାଟଣା ଟାଉନ ଥାନା ପୁଲିସ ଗିରଫ କରିଛି। ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ସପ୍ତାହରୁ ଅଧିକ ଦିନ ହେଲା ଫେରାର ଅଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories