ଭଞ୍ଜନଗର: ଗଞ୍ଜାମ ବଡ଼ଗଡ଼଼ ଥାନା ଲେମ୍ଭାକୁମ୍ପା ଗ୍ରାମରେ ଅଭାବନୀୟ ଘଟଣା। ହୃଦଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଖରାପ ଧାନ କହି ମିଲର ଧାନ ନେବାରୁ ଚାଷୀଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରାଯାଇଛି। ମୃତ ଚାଷୀ ଚାକୁଣ୍ଡା ଗ୍ରାମର ଗଣେଶ ବିଷୋୟୀ ବୋଲି ଜଣାପଡ଼ିଛି। ତେବେ ଅଭିଯୋଗକୁ ରାଇସ ମିଲ ମାଲିକ ଖଣ୍ଡନ କରିଛନ୍ତି।
Popular Categories



