ଭଦ୍ରକ : ୩ ଦିନ ଭିତରେ ସାତଭଉଣୀ ମନ୍ଦିରରୁ ୨ ଥର ଚୋରି ହୋଇଛି । ଗତକାଲି ଦୁର୍ବୃତ୍ତତାଲା ଭାଙ୍ଗି ଠାକୁରଙ୍କ ସୁନାଗହଣା ସହ ହାର୍ଡଡିସ୍କ ଲୁଟି ନେଇଛନ୍ତି । ୨ ଦିନ ତଳେ ମନ୍ଦିରରେ ପଶି ଦାନବାକ୍ସ ସହ ଅଳଙ୍କାର ଲୁଟିଥିଲେ । ଘଟଣା ବିଷୟରେ ସେବାୟତଙ୍କୁ ପଚରାଉଚରା ସହ ଗ୍ରାମାଞ୍ଚଳ ଥାନା ପୁଲିସ ତଦନ୍ତ ଜାରି ରଖିଛି ।
ମହାଶିବରାତ୍ରୀରୁ ଭାଗ୍ୟଶାଳୀ ହେବେ ପ୍ରଭୁ ଶିବଶଙ୍କରଙ୍କ ପ୍ରିୟ ଏହି ରାଶି: ମିଳିବ ଧନ, ଦୂର ହେବ ଚିନ୍ତା..



