www.samajalive.in
Sunday, December 7, 2025
26.1 C
Bhubaneswar

ଭୁବନେଶ୍ୱର ଓୟୁଏଟିରେ ଜଣ୍ଡିସ୍‌ ବ୍ୟାପିବା ପ୍ରସଙ୍ଗ; ଓୟୁଏଟିକୁ ଟିମ୍‌ ପଠାଇଲା ୱାଟକୋ..

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଓୟୁଏଟିରେ ଜଣ୍ଡିସ୍‌ ବ୍ୟାପିବା ପରେ ୱାଟକୋ, ଓୟୁଏଟିକୁ ଏକ ଟିମ୍‌ ପଠାଇଥିବା ଗୁରୁବାର ଜଣାପଡିଛି । ୱାଟକୋ ଜେନେରାଲ୍‌ ମ୍ୟାନେଜରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଯାଇଛି । କେଉଁ ପାଣି ଦୂଷିତ ହୋଇଛି ଯାଞ୍ଚକରିବ ଟିମ୍‌ । ପାଇପଲାଇନ ପାଣି ଦୂଷିତ କି ନାହିଁ ନିରୀକ୍ଷଣ କରିବ ଟିମ୍‌ । ଓୟୁଏଟିକୁ ବୈଷୟିକ ଦିଗରୁ ଟିମ୍‌ ସହଯୋଗ କରିବ । ପରୀକ୍ଷା ପାଇଁ ଗତକାଲି ଓୟୁଏଟିରୁ ଆସିଥିଲା ପାଣି । ପାଣିର ନମୁନା ଠିକ୍‌ ଥିବା ନେଇ ୱାଟକୋ ପକ୍ଷରୁ ସୂଚନା ମିଳିଛି । ଜଣ୍ଡିସ୍‌ ପରୀକ୍ଷା ପାଇଁ ଆରଡବ୍ଲ୍ୟୁଏସଏସକୁ ନମୁନା ଦିଆଯାଇଛି ।

୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ୩ ରାଶିଙ୍କ ଭାଗ୍ୟ ସୁନାଭଳି ଚମକିବ, ମିଳିବ ଲକ୍ଷ୍ମୀ-ନାରାୟଣଙ୍କ କୃପା..

ଜାଣନ୍ତୁ.. ହ୍ୱାଟ୍ସଆପ୍‌ ଆଣିଲା ଜବରଦସ୍ତ ଫିଚର୍‌; ଏବେ ଚାଟ୍‌ କରିବା ହେବ ଖୁବ୍‌ ସହଜ..ମିଳିବ ଏହି ସୁବିଧା..

- Advertisement -

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories