www.samajalive.in
Thursday, December 11, 2025
23.1 C
Bhubaneswar

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭିଡିଓ କନଫେରେନ୍ସିଂ ଜରିଆରେ ସମୀକ୍ଷା

ଭୁବନେଶ୍ବର : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଶନିବାର ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ।

ଥାନା ଗୁଡିକୁ କିପରି ଅଧିକ ନିରାପଦ ଓ ଆଦରପୂର୍ଣ୍ଣ କରିବା ସହ ଥାନାରେ ଥିବା ସି.ସି.ଟିଭିକୁ ଦିବାରାତ୍ର କାର୍ଯ୍ୟକ୍ଷମ କରିବା ଓ ସି.ସି.ଟିଭି କାର୍ଯ୍ୟରେ କୌଣସି ହସ୍ତକ୍ଷେପ ନକରିବା । କୋଭିଡ-୧୯ ସମୟରେ ପୋଲିସର ଦୈନଦିନ କାର୍ଯ୍ୟ ସଂପାଦନ ବେଳେ ଓ ଆବଶ୍ୟକ କୋଭିଡ ନିୟମକୁ ପ୍ରବର୍ତ୍ତନ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ୱନ କରିବା। ମାସ୍କ, ସାମାଜିକ ଦୂରତ୍ୱ ଓ ସ୍ୱାସ୍ଥ୍ୟରକ୍ଷା ବିଧାନକୁ ସଠିକ ଭାବେ ଅନୁପାଳନ କରିବା । ଗିରଫ ଓ ପଚରାଉଚରା ସମୟରେ ଆବଶ୍ୟକ ସତର୍କତା ଅବଲମ୍ୱନ କରିବା । ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ , ଫେସ ସିଲଡ ଆଦିକୁ ଗୁରିତ୍ବ ଦେଇଥିଲେ ।  ଏହି ସମୀକ୍ଷା ବୌଠକରେ ସ୍ୱତନ୍ତ୍ର ଡି.ଜି ଗୁଇନ୍ଦା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଆଇ.ଜି  ଓ ଡି.ଆଇ.ଜି (ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା) ଉପସ୍ଥିତ ଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories