www.samajalive.in
Sunday, December 7, 2025
14.1 C
Bhubaneswar

ଦନ୍ତା ଉତ୍ପାତ ପାଇଁ ଏସିଏଫ, ରେଞ୍ଜର, ଫରେଷ୍ଟର ଅଟକ

ବଣାଇ : ଥମୁନି ହାତୀର ଉପଦ୍ରବ। ୨ ଦନ୍ତାହାତୀ ଉତ୍ପାତରେ ଗ୍ରାମବାସୀ ଅତିଷ୍ଠ ହୋଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।ଗାଁରେ ହାତୀ ଧାନ ଫସଲ ନଷ୍ଟ କରିବା ସହ ଲୋକଙ୍କ ଘର ମଧ୍ୟ ଭାଙ୍ଗିଛନ୍ତି। ବୁଧବାର ମଧ୍ୟ ରାସ୍ତା ଅବରୋଧ ସହ ୪ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଏଭଳି ଘଟଣା ବଣାଇ-ଜାଙ୍ଗଳା ରାସ୍ତାରେ ଘଟିଛି। ଏହାସହ ବଣାଇ-ଜାଙ୍ଗଳା ରାସ୍ତାର ଜକେଇକଳା ଠାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଏସିଏଫ, ରେଞ୍ଜର, ଫରେଷ୍ଟର ଓ ଗାର୍ଡଙ୍କୁ ମଧ୍ୟ ଅଟକ ରଖିଛନ୍ତି। ୨ ଦିନ ତଳେ ମଧ୍ୟ ଦନ୍ତାହାତୀ ଉତ୍ପାତରେ ଗ୍ରାମବାସୀ ଅତିଷ୍ଠ ହୋଇ ରାସ୍ତା ଅବରୋଧ ସହ ୩ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories