‘ସୁପର ଚେକ ଡ୍ରାଇଭ’ ମାଧ୍ୟମରେ ସୁରକ୍ଷା ଯାଞ୍ଚ ପାଇଁ କଡ଼ା ନିର୍ଦେଶ ଦେଲା ରେଳ ବୋର୍ଡ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ପରେ ରେଲୱେ ବୋର୍ଡ ତତ୍ପର ହୋଇଛି। ସମସ୍ତ ୧୯ ଜୋନରେ ତୁରନ୍ତ ସୁରକ୍ଷା ଯାଞ୍ଚ ପାଇଁ ରେଳ ବୋର୍ଡ ପକ୍ଷରୁ ନିର୍ଦେଶ ଦିଆଯାଇଛି। ‘ସୁପର ଚେକ ଡ୍ରାଇଭ’ ମାଧ୍ୟମରେ ସୁରକ୍ଷା ଯାଞ୍ଚ ପାଇଁ ରେଳ ବୋର୍ଡ କଡ଼ା ନିର୍ଦେଶ ଦେଇଛି। ସିଗ୍ନାଲ ପୁରା ଯାଞ୍ଚ କରି ଜୁନ ୧୪ ସୁଦ୍ଧା ରିପୋର୍ଟ ଦେବାକୁ ରେଳ ବୋର୍ଡ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

Comments are closed.