କଳିଙ୍ଗ ସୁପରକପ୍‌ ଫୁଟବଲ :ବେଙ୍ଗାଲୁରୁକୁ ହରାଇଲା ଓଡ଼ିଶା ଏଫ୍‌ସି

କଟକ  : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ପ୍ରତିଯୋଗିତାର ଶୁକ୍ରବାର ଗ୍ରୁପ-ଡି ର ଦୁଇଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ଏଫ୍‌ସି ଗୋଆ ଓ ଓଡ଼ିଶା ଏଫ୍‌ସି ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ…
Read More...

ଜ୍ୟୋତିଷ ଏମିତି ଯୋଜନା ଏବଂ ଭୟଭୀତ କରି ମହିଳାଙ୍କ ବଳାତ୍କାର ଭିଡଓ କରିଥିବା ଅଭିଯୋଗ

ଭୁବନେଶ୍ବର : ପାରିବାରିକ ଶାନ୍ତି ଫେରାଇବା ନାଁରେ ଟଙ୍କା ନେବା ପରେ ମହିଳାଙ୍କୁ ବଳାତ୍କାର, ଅଶ୍ଲୀଳ ଭିଡ଼ିଓ ପ୍ରଘଟ କରିବା ସହ ବ୍ଲାକ୍‌ମେଲଂି ଘଟଣାରେ କମିସନରେଟ ପୁଲିସ ସମ୍ପୃକ୍ତ ଠକ ଜ୍ୟୋତିଷ ନୀଳାମ୍ବର ପାଣିକୁ…
Read More...

ରାମଲାଲାଙ୍କୁ ସମର୍ପିତ ହେବ ଓଡ଼ିଶା ନିର୍ମିତ ମୟୂର କଣ୍ଠିଆ ଧନୁଶର

ଖଣ୍ଡଗିରି : ଆସନ୍ତା ୨୨ରେ ଅଯୋଧ୍ୟା ରାମ ମନ୍ଦିର ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମଲାଲାଙ୍କୁ ସମର୍ପଣ ପାଇଁ ରାଜଧାନୀ ଭୁବନେଶ୍ବରରୁ ଏକ ମୟୂର କଣ୍ଠିଆ ଧନୁଶର ପଠାଯାଉଛି। ଖଣ୍ଡଗିରି ଥାନା…
Read More...

କିଆ ସୋନେଟ୍‌ର ନୂତନ ସଂସ୍କରଣରେ ରହିଛି ଏହି ନୂଆ ଫିଚର

ଭୁବନେଶ୍ବର: ଏଠାରେ ଥିବା ସେଣ୍ଟ୍ରାଲ କିଆ ଡିଲର୍ସ ଦ୍ବାରା ଶୁକ୍ରବାର କିଆ ସୋନେଟ୍ (ଏସ୍‌ ୟୁ ଭି)ର ନୂତନ ସଂସ୍କରଣ କାର ବଜାର ପ୍ରବେଶ କରିଛି। ଏହାକୁ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ କୁମାର ଚୌଧୁରୀ…
Read More...

ଯମୁନା ସୋନୱାଲ ଗ୍ଲୋରୀ କୁଇନ

ପୁରୀ-  ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଛାତ୍ରୀ ଯମୁନା ସୋନୱାଲ ଚଳିତ ବର୍ଷର ଗ୍ଲୋରୀ କୁଇନ ହୋଇଛନ୍ତି। ଶୁକ୍ରବାର ପୁରୀ ବେଳାଭୂମିରେ ଅନୁଷ୍ଠିତ ଗ୍ଲୋରୀ ଫେଷ୍ଟ୍ ଉଦଯାପନ ଉତ୍ସବରେ ତାଙ୍କୁ ପୁରସ୍କୃତ…
Read More...

ଏହି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରୁ ସଫଳତା- ଆଜିର ରାଶିଫଳ

ମେଷ- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶତ୍ରୁନାଶ, ଧନ ଭୋଗ ସହିତ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି।…
Read More...

କୋହଲିଙ୍କୁ ଚିହ୍ନିନାହାନ୍ତି ରୋନାଲ୍‌ଡୋ

ନୂଆଦିଲ୍ଲୀ,  : ଭାରତୀୟ କ୍ରିକେଟ୍‌ ତାରକା ବିରାଟ କୋହଲି ବିଶ୍ବରେ ଜଣେ ବିଶିଷ୍ଟ ବ୍ୟକ୍ତି ବା ଆଇକନ୍‌ ଭାବେ ପରିଚିତ। ତାଙ୍କର ଚମତ୍କାର ବ୍ୟାଟିଂ ଦକ୍ଷତା ଯୋଗୁଁ ସାରାବିଶ୍ବରେ କୋହଲିଙ୍କର ଅଗଣିତ ପ୍ରଶଂସକ…
Read More...

ବଢ଼ିବ ଶୀତ; କମିବ କୁହୁଡ଼ି

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ବିଶେଷ ପ୍ରଭାବ ନାହିଁ। ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ…
Read More...

୧୯୩୪ ସମାଜରେ ପ୍ରକାଶିତ ଖବର

ଧାନ ଭାଉ ଉରାଡ଼,୧୦।୧।୩୪: ଏ ଅଞ୍ଚଳରେ ଧାନର ବଡ଼ ଅଭାବ। କିଛିଦିନ ତଳେ ଓଡ଼ିଶା ବନ୍ୟା ସାହାଯ୍ୟ କମିଟି ତରଫରୁ ଧାନ ଗୋଲା ଥିଲା। ତାହା ବନ୍ଦ ହେଲା ଦିନୁ ବେପାରୀମାନେ ଧାନ ଭାଉ ଖୁବ୍ କମ୍ ଦରରେ ବିକୁଛନ୍ତି। ସରକାର…
Read More...

ଓଡ଼ିଶା ପାଇଁ ଗୌରବର କଥା- ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ :ଫାଇନାଲରେ ଓଡ଼ିଶା

କଟକ ,  : ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ ଚମ୍ପିଆନସିପର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ଜିମ୍‌ଖାନ୍ନା ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୧୯ରନରେ…
Read More...

ଆଧୁନିକ ଭାରତର ସର୍ବଶ୍ରେଷ୍ଠ ବୈଦିକଦର୍ଶନର ଦାର୍ଶନିକ ଓ ସମାଜ ସଂସ୍କାରକ   ସ୍ବାମୀ ବିବେକାନନ୍ଦ

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଆଧୁନିକ ଭାରତର ସର୍ବଶ୍ରେଷ୍ଠ ବୈଦିକଦର୍ଶନର ଦାର୍ଶନିକ ଓ ସମାଜ ସଂସ୍କାରକ   ସ୍ବାମୀ ବିବେକାନନ୍ଦ କେବଳ ଭାରତରେ ନୁହେଁ, ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଦେଶ​‌େ​‌ର…
Read More...

ଭାଗ୍ୟଶାଳୀ ହୋଇପାରନ୍ତି ଏହି ରାଶିର ବ୍ୟକ୍ତି – ଶୁକ୍ରବାର ରାଶିଫଳ

ମେଷ- ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ହେବେ। ପୁଅର କାର୍ଯ୍ୟକଳାପ ଯୋଗଁୁ ନିନ୍ଦିତ ହୋଇପାରନ୍ତି। ବୃଷ-…
Read More...

ରାଜ୍ୟପାଇଁ ଗୌରବ, ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ୍‌ : ସେମିରେ ଓଡ଼ିଶା

କଟକ : ବେଙ୍ଗାଲୁରୁରେ ଖେଳାଯାଇଥିବା ଦୃଷ୍ଟିହୀନ ମହିଳା ଜାତୀୟ ଟି୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା କ୍ରମାଗତ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା…
Read More...

ଅଧିକାଂଶ ମ୍ୟାଚ୍‌ରେ ବେଞ୍ଚ୍‌ରେ ବସିବା ଯୋଗୁଁ ମାନସିକ ଚାପ-ବିଶ୍ରାମ ପାଇଁ ଛୁଟି ନେଇ ଦୁବାଇରେ ମଉଜ କଲେ କିଷନ୍‌

ନୂଆଦିଲ୍ଲୀ : ଯୁବ ଭାରତୀୟ ୱିକେଟ ରକ୍ଷକ ଈଶାନ୍ କିଷନ୍ ୨୦୨୩ ଆରମ୍ଭରୁ ଭାରତ ଖେଳିଥିବା ସମସ୍ତ ଫର୍ମାଟ କିମ୍ବା ସମସ୍ତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ହେଲେ ଝାଡ଼ଖଣ୍ଡର ଏହି ୨୫ ବର୍ଷ ବୟସ୍କ…
Read More...

ରବୀନ୍ଦ୍ର ଜାଡ଼େଜାଙ୍କୁ ପଛରେ ପକାଇ ବୁମ୍‌ରା ୪ର୍ଥ,କୋହଲି ୬ଷ୍ଠ ସ୍ଥାନକୁ ଉଠିଲେ

ଦୁବାଇ : ପାକିସ୍ତାନ ବିପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ୩-୦ରେ ଶୃଙ୍ଖଳା ପୋଛିବା ଏବଂ କେପ୍‌ଟାଉନ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଐତିହାସିକ ଟେଷ୍ଟ ବିଜୟ ପରେ ଆଇସିସି ପୁରୁଷ ଟେଷ୍ଟ ଖେଳାଳି ମାନ୍ୟତା​‌େ​‌ର…
Read More...

ହ୍ୱାଟସ୍‌ ଆପ୍‌ ବନ୍ଦ କରିବା ପାଇଁ ଯାଉଛି ଏହି ଜରୁରୀ ସେବା- ଏଥିପାଇଁ ଦେବାକୁ ପଡିବ ଟଙ୍କା

ଏବେ ହ୍ୱାଟସ୍‌ଆପ୍‌ ଯୋଗାଯୋଗ ପାଇଁ ବେଶ୍‌ ଲୋକପ୍ରିୟ । ଯୋଗାଯୋଗର ପରିଭାଷାଙ୍କୁ ଏହା ପରିବର୍ତ୍ତନ କରିଛି । ଲୋକ ଏବେ ସନ୍ଦେଶ ଦେଇଛୁ, ନ ପଚାରି ହ୍ୱାଟସ୍‌ଆପ୍‌ କରିଛୁ ବୋଲି କହୁଛନ୍ତି। ସନ୍ଦେଶ ପ୍ରେରଣ , ଭିଡିଓ ଏବଂ…
Read More...

ଆ​‌ନ୍ଦ୍ରେ ଆଡମ୍‌ସ ନ୍ୟୁଜିଲାଣ୍ଡର ବୋଲିଂ ପ୍ରଶିକ୍ଷକ

ୱେଲିଙ୍ଗଟନ: ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ନିମନ୍ତେ ପୂର୍ବତନ ଅଲରାଉଣ୍ଡର ଆ​‌ନ୍ଦ୍ରେ ଆଡମ୍‌ସଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ବୋଲିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି।…
Read More...

ବିଳମ୍ବିତ ପ୍ରକ୍ରିୟା ସାଜିଲା ବାଧକ,ଇଚ୍ଛା ଥାଇ ବି ନୋହିଲା ଅଙ୍ଗଦାନ– ବାପାଙ୍କ ଅଙ୍ଗଦାନ କରିପାରିଲେନି ଡାକ୍ତର

ଭୁବନେଶ୍ବର, : ଅଙ୍ଗଦାନ ମହତ ଦାନ। ମୃତବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ବାରା ମିଳିପାରେ ଆଉ କାହାକୁ ନୂଆ ଜୀବନ। ଅଙ୍ଗଦାନ ପାଇଁ ବ୍ୟାପକ ସଚେତନତା କରାଯାଉଛି। ହେଲେ କାର୍ଯ୍ୟକ୍ଷେତ୍ରରେ ତାହା ପ୍ରତିଫଳିତ ହେଉନି। ଆନ୍ତରିକତା…
Read More...

୧୨ ଜାନୁଆରୀ, ୧୯୩୪- ସମାଜରେ ପ୍ରକାଶିତ ଖବର

ହଠାତ୍ ମୃତ୍ୟୁ ପ୍ରାର୍ଥନା କରୁକରୁ ପ୍ରାଣଗଲା ବନାରସ, ୯।୧।୩୪: ବନାରସର ମହାରାଜାଙ୍କ ଘରୋଇ ସେକ୍ରେଟାରୀ ରାୟ ବାହାଦୂର ଲଳିତ ବିହାରୀ ସେନ୍‌ ରାୟଙ୍କ ସହଧର୍ମିଣୀଙ୍କର ମଜାପୁର ପାଖ ଘରଠାରେ ଗତ ୩ତାରିଖଦିନ ହଠାତ୍…
Read More...

ଏବେ ଭୁବନେଶ୍ୱର -କଟକରେ ଅପରାଧୀଙ୍କୁ ଚିହ୍ନଟ କରିବ ଗୁଗଲ

ଦ୍ବୈତନଗରୀ ହେବ ଅପରାଧମୁକ୍ତ ଭୁବନେଶ୍ବର : ରାଜଧାନୀରେ ଅପରାଧୀଙ୍କ ଉତ୍ପାତ ସହରବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ…
Read More...

ଭାରତ-ଆଫ୍‌ଗାନିସ୍ତାନ ପ୍ରଥମ ଟ୍ବେଣ୍ଟି୨୦ – ଖେଳିବେ ନାହିଁ କୋହଲି, ରୋହିତଙ୍କ ଉପରେ ନଜର

ମୋହାଲି : ଜୁନ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପୂର୍ବରୁ ଅନ୍ତିମ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଯାଉଛି ଭାରତ। ଗୁରୁବାର ଭାରତ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦…
Read More...

ଏହି ରାଶି ଏବଂ ନକ୍ଷତ୍ରର ବ୍ୟକ୍ତିଙ୍କ ଗୁରୁବାର ବେଶ୍‌ ଶୁଭ ଦିନ- ରାଶିଫଳ

ମେଷ- ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦ୍‌ ବ୍ୟବହାର କରି ଲୋକପ୍ରିୟ ହେବେ। ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଉଦ୍ୟୋଗୀ ହେବେ। ବୃଷ- କୃତ୍ତିକା ଓ…
Read More...

୧୯୩୪ ମସିହା ସମାଜରେ ବାହାରିଥିବା ଖବର

ବାଘ ଉପଦ୍ରବ ବାଲେଶ୍ବର, ୯।୧।୩୪: ସଦରଥାନା ଫୁଲାଡ଼ିଘାଟଠାରେ ଦୁଇଟି ବାଘ ରହିଛନ୍ତି। ଏମାନଙ୍କର ଉପଦ୍ରବ ସାଇପଡ଼ିଶାଯାଏଁ ହେଉଛି। ଗୋବିନ୍ଦପୁର, ଖମଟଣା, ଦୁମୁଦା ଗ୍ରାମର ଆଖୁବାଡ଼ିରେ ମଧ୍ୟ ବାଘ ରହୁଛି। ରାତିରେ…
Read More...

ରାଜ୍ୟକୁ ପୁଣି ଫେରିବ ହାଡଭଙ୍ଗା ଶୀତ- ୩ ଦିନ ପରେ କମିବ ତାପମାତ୍ରା

ଭୁବନେଶ୍ବର, : ରାଜ୍ୟରେ ଶୀତ ଆସନ୍ତା ୩ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ…
Read More...

ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି – ବୁଧବାରର ରାଶିଫଳ

ମେଷ- ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ-…
Read More...

୧୯୩୪ ମସିହାରେ ସମାଜରେ ପ୍ରକାଶ ପାଇଥିବା ଖବର

କଟକରେ ଗାନ୍ଧୀ କଟକ,୮।୧।୩୪: ମହାତ୍ମା ଗାନ୍ଧୀ ହରିଜନ ଆନ୍ଦୋଳନ ସମ୍ପର୍କରେ ଆସନ୍ତା ଫେବୃଆରୀ ମାସରେ କଟକ ଆସିବେ। ସେ କଟକ ଜିଲାରେ ଅନେକ ମଫସଲ ମଧ୍ୟ ଗସ୍ତ କରିବେ। ସ୍ଥାନୀୟ ହରିଜନ ସେବକ ସଂଘ ଯେ ଗସ୍ତ ନିର୍ଘଣ୍ଟ…
Read More...

 ମଙ୍ଗଳବାର ଲକ୍ଷ୍ମୀପୁର ଆସୁଛନ୍ତି ୫ ଟି ଅଧ୍ୟକ୍ଷ ,  ୪ ଟି ବ୍ଲକ ପାଇଁ ହେବ ଜନ ଶୁଣାଣୀ, ହେବ ଏକ ସାଧାରଣ ସଭା

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଚାରୋଟି ବ୍ଲକ ନାରାୟଣପାଟଣା , ବନ୍ଧୁଗାଁ , ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକ ପାଇଁ ଲକ୍ଷ୍ମୀପୁର ସ୍ଥିତ ମିନି ଷ୍ଟାଡିୟମ୍ ଠାରେ ମଙ୍ଗଳବାର ଏକ…
Read More...

ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ନିର୍ଦେଶକ

କଟକ : ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଭାବେ ଡା. ଲଲାଟେନ୍ଦୁ ଷଡଙ୍ଗୀ ନିଯୁକ୍ତି ପାଇଛନ୍ତି। ଏଥିସହ ସେ ମେଡିକାଲର ପ୍ରଶାସନିକ ବିଭାଗର ଅଧିକାରୀ ଭାବେ ମଧ୍ୟ…
Read More...

ପ୍ରସନ୍ନଙ୍କ ରୁଦ୍ରାଭିଷେକ ପରେ ରାଜନୀତି ଉଷ୍ମ

ନାକଟିଦେଉଳ : ସମ୍ବଲପୁର ଜିଲାର ଅନ୍ୟତମ ପାର୍ବତ୍ୟ ଓ ଘନ ଜଙ୍ଗଲ ପରିବେଷ୍ଟିତ ନାକଟିଦେଉଳ ବ୍ଲକର ଖୋଲାଗଡ଼ସ୍ଥିତ ଏକ ଶିବମନ୍ଦିରରେ ଶାସକ ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ…
Read More...

ମଙ୍ଗଳବାରରେ ଏହି ରାଶିଧାରୀଙ୍କର ଧନପ୍ରାପ୍ତି ଯୋଗ- ରାଶିଫଳ

ମେଷ- ନିର୍ଦୟଭାବ ପ୍ରଦର୍ଶନ କରିପାରନ୍ତି। ସ୍ବୀକୃତ କର୍ମ ପାଇଁ ମନର ଭୟ ସଞ୍ଚରିତ ହୋଇପାରେ। ଅନ୍ୟକୁ ଅପବାଦ ଦେବାରେ ଧୂରନ୍ଦର ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସମ୍ମାନର ଅଧିକାରୀ ହେବେ। ବୃଷ- ପତ୍ନୀ ଶୁଭଦାୟିନୀ…
Read More...

ୟୁକୋ ବ୍ୟାଙ୍କର ୮୨ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କର ୮୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୱାକାଥନ୍‌, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର…
Read More...

ଓଡ଼ିଶା ଗାଁରେ ପଡ଼ିଶା ରାଜୁତି

ପାଡୁଆ, : କୋରାପୁଟ ଜିଲା ପାଡୁଆ ଥାନା ଅଧୀନ ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡରଗୁଡ଼ା ଗଁାରେ ଆନ୍ଧ୍ର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିଛି। ସ୍ବେଚ୍ଛାସେବୀଙ୍କୁ ଢାଲ କରି ଉକ୍ତ ଗଁାରେ ଆଜି…
Read More...

ପୁଣି ଗୁଗୁଲରେ ନମ୍ବର ଖୋଜି ଏମିତି ଠକି ହେଲେ- ଏତେ ଲକ୍ଷ ଟଙ୍କା ଓଡିଆ ବ୍ୟବସାୟୀଙ୍କର ଗଲା

ବ୍ରହ୍ମପୁର : ଗୁଗଲରୁ ନାୟାରା ଏନର୍ଜି ଲିମିଟେଡର ଅଧିକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରିବା ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ା ନାୟାରା ପେଟ୍ରୋଲ ପମ୍ପ ଖୋଲିବା ନାଁରେ ସଂପୃକ୍ତ…
Read More...

ସୁରକ୍ଷା ବଳୟ ଭେଦକରି ଶ୍ରୀମନ୍ଦିରରେ ବିଦେଶୀ

ପୁରୀ ): ଶ୍ରୀମନ୍ଦିରର ତ୍ରିସ୍ତରୀୟ ସୁରକ୍ଷା ବଳୟ ଭେଦ କରି ଜଣେ ବିଦେଶୀ ମହିଳା ରବିବାର ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍‌ ଦେଇ ଫେରୁଥିବାବେଳେ କେତେକ ସେବାୟତ…
Read More...

ଆଜିଠୁ ପେଟ୍ରୋଲ, ଡିଜେଲ ସହ ଏହା ଲୋଡିଂ ବନ୍ଦ, ଓଡ଼ିଶା ମୋଟର ମହାସଂଘର ଆନ୍ଦୋଳନ – ଓଡ଼ିଶା ପରିବହନ ଶ୍ରମିକ…

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌ ନୂତନ ଆଇନକୁ ବିରୋଧ। ସୋମବାରଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ।…
Read More...

ଏହି ରାଶିର ବ୍ୟକ୍ତି ଆଜି କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ- ସୋମବାର ରାଶିଫଳ

ମେଷ- କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ଭୋଗ ପ୍ରବଣତା ଓ ନିକୃଷ୍ଟ ସଙ୍ଗ ପରିତ୍ୟାଗ କରିବାକୁ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ। ବୃଷ-…
Read More...

ମାଳଦ୍ୱୀପର ମନ୍ତ୍ରୀ ମୋଦୀଙ୍କୁ କଲେ ସମାଲୋଚନା- ସୋସିଆଲ୍‌ ମଡିଆରେ ଟ୍ରେଣ୍ଡ କରୁଛି #ବୟକଟ୍‌ମାଲ୍‌ଡେଭିସ୍‌

ନୂଆଦିଲ୍ଲୀ : କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ବୀପ ଯାତ୍ରା କରିଥିଲେ। ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାକାର କିଛି ମନୋରମ ଦୃଶ୍ୟ ସେ ସାମାଜିକ…
Read More...

କମିଲା ସୁନା ଓ ରୂପା ଦାମ

ନୂଆଦିଲ୍ଲୀ - ଦେଶର ରାଜଧାନୀ ଦିଲ୍ଲୀରେ ଗହଣା ବଜାରରେ ସୁନା ଓ ରୂପା ଦର ଶନିବାରରେ ହ୍ରାସ ପାଇଛି । ଜାନୁଆରୀ ୬ ତାରିଖରେ ସୁନା ଏବଂ ରୂପା ଦର ହ୍ରସ ପାଇଥିବା ସୂଚନା ମିଳିଛି । ୨୨ କ୍ୟାରେଟ ସୁନା ଦର ପ୍ରତି ୧୦…
Read More...

୭ ଜାନୁୟାରୀ, ୧୯୩୪ରେ ସମାଜରେ ବାହାରିଥିବା ଖବର

ଅନଶନ ଭାଙ୍ଗିଲା ଅଭିଯୋଗର ପ୍ରତିକାର ହେଲା ପୁରୀ, ୩।୧।୩୪: ପ୍ରକାଶ ଯେ ପୁରୀ ଜିଲାରେ ରାଜନୈତିକ ବନ୍ଦୀମାନେ ସେମାନଙ୍କୁ ଖରାପ ଖାଦ୍ୟ ଦିଆଯାଉଥିବାର ଅଭିଯୋଗରେ ଅନଶନ କରିଥିଲେ। ସେମାନଙ୍କର ଆପତ୍ତି ଶୁଣାଯାଇଥିବାରୁ…
Read More...

ଜୁନ୍‌୯ରେ ଭାରତ-ପାକିସ୍ତାନ ମୁକାବିଲା

ପୁରୁଷ ଟି୨୦ ବିଶ୍ବକପ୍‌ ଜୁନ୍‌ ୧ରୁ; ଭାଗନେବେ ୨୦ ଦଳ ନୂଆଦିଲ୍ଲୀ,   : ଆଇସିସି ପୁରୁଷ ଟି୨୦ ବିଶ୍ବକପର ନବମ ସଂସ୍କରଣ ଆସନ୍ତା ଜୁନ୍‌ ୧ରୁ ୨୯ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବ। ଏ ନେଇ…
Read More...

ହାଇଟେକ୍‌ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ- ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା…

ଭୁବନେଶ୍ୱର (ଡିଜିଟାଲ ଡେସ୍କ) -ହାଇଟେକ୍‌ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ- ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା…
Read More...

ହସିଲେ ଭଲ ମାତ୍ର ଅତ୍ୟଧିକ ହସିଲେ ହେଉଛି….

ଅତ୍ୟଧିକ ହସରୁ ମୃତ୍ୟୁ ହେଉଛି ,ମୃତ୍ୟୁର ଏକ ବିରଳ ରୂପ। ଅନବରତ କିଛି ସମୟ ହସିଲେ, ସାଧାରଣତଃ ହୃଦ୍‌ଘାତ କିମ୍ବା ଶ୍ୱାସକ୍ରିୟା ଅବରୋଧ ହୋଇଥାଏ, ଯାହା କାରଣରୁ ମୃତ୍ୟୁ ହେବାର ଆଶଙ୍କା ଅଧିକ। ପ୍ରାଚୀନ ଗ୍ରୀସ୍ ସମୟରୁ…
Read More...

ଏହି ରାଶିଧାରୀଙ୍କ ପାଇଁ ଆଜି ଦିନଟି ଶୁଭଫଳ ଦାୟକ

ମେଷ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। ସ୍ବାଭିମାନୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭୋଜନ ରୁଚିକର ହେବ। ସୁଖୀ ହେବେ। ବୃଷ- ଶତ୍ରୁକୁ ପରାଜିତ କରି ମାନସିକ…
Read More...

ବିଶ୍ବ ଦେଖିବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ବର : ଦିଲ୍ଲୀରେ ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଚଳିତ ସାଧାରଣତନ୍ତ୍ର ଦିବସରେ ବିଶ୍ବବାସୀ ଦେଖିବେ ପୁରୀ ଜିଲା ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ…
Read More...

ରଜ୍ୟର ଏହି ସବୁ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା

ଭୁବନେଶ୍ବର, : ଗୁରୁବାର ସକାଳେ ରାଉରକେଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା ୫୦ମିଟରକୁ ଖସି ଆସିଥିଲା। ରାଉରକେଲା ବ୍ୟତୀତ୍‌ ଫୁଲବାଣୀ, କୋରାପୁଟ, ସୁବର୍ଣ୍ଣପୁର, କଟକ ଏବଂ ନୟାଗଡ଼…
Read More...

୬ରୁ ଶିଶିର ସରସ

ଭୁବନେଶ୍ବର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ପକ୍ଷରୁ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪। ଭୁବନେଶ୍ବର ବରମୁଣ୍ଡାସ୍ଥିତ…
Read More...

‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’ -ସଂସ୍କୃତି ବନାମ ଅପସଂସ୍କୃତି

‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’ - ପିଲାଙ୍କ ପଢା ବହିରେ ଥିବା ଏହି ଉକ୍ତିଟି ଆଜି ଶିଶୁମାନସରୁ ଲିଭିଯିବାକୁ ବସିଲାଣି। କାଉ ଆମ ସଂସ୍କୃତି ଓ ଚଳଣିର ଅଂଶ ହୋଇ ଆସିଛି କାହିଁ କେଉଁ କାଳରୁ। କୌଣସି…
Read More...

ନୀତିଶିକ୍ଷା- ପଣ୍ଡିତ ଚିଦାନନ୍ଦ ଏହା ଶୁଣିବା ପରେ ଦୁଇ ମୁଠା ଚଣା ମହିଳାଙ୍କୁ କାନିରେ ଦେଇ

ପଣ୍ଡିତ ଚିଦାମ୍ବର ଦୀକ୍ଷିତ ସନ୍ଥ ଭାବରେ ଖ୍ୟାତି ଅର୍ଜିଥିଲେ। କର୍ଣ୍ଣାଟକର ଏହି ସନ୍ଥ ଅସାଧାରଣ ଶକ୍ତିର ଅଧିକାରୀ ଥିଲେ। ତାଙ୍କର ଚମତ୍କାରୀ ଶକ୍ତିରେ ଆକର୍ଷିତ ହୋଇ ଦେଶବିଦେଶରୁ ଅନେକାନେକ ବ୍ୟକ୍ତି ଆସୁଥିଲେ…
Read More...

ଋଣ ସଙ୍କଟ

କିଛି ବର୍ଷ ଧରି ବିଶ୍ବରେ ତଥା ଭାରତର ଋଣଭାର ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଡିସେମ୍ୱର ୨୦୨୩ରେ ସତର୍କବାଣୀ ଶୁଣାଇ ପୂର୍ବାନୁମାନ କରିଛି ଯେ ପ୍ରତିକୂଳ ପରିସ୍ଥିତି ହେଲେ ଭାରତର…
Read More...

ଯୁବତୀଙ୍କୁ ପ୍ରେମ କରିବାରୁ ହତ୍ୟାକଲା କିନ୍ନର ବନ୍ଧୁ -ରଶ୍ମିରଞ୍ଜନ ହତ୍ୟା ରହସ୍ୟ ଉନ୍ମୋଚିତ

ଖୋର୍ଦ୍ଧା : ବେଗୁନିଆ ବ୍ଲକ ସିକୋ ଫାଣ୍ଡି ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ମଙ୍ଗଳବାର ସାଙ୍ଗକୁ ପିଟିପିଟି ହତ୍ୟା କରିଥିବା ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ପ୍ରେମ ସମ୍ପର୍କ ଯୋଗୁଁ ଅଭିଯୁକ୍ତ ଲୁହା ରଡରେ ପିଟିପିଟି…
Read More...

ଟ୍ରକ ଚାଳକଙ୍କ ସହ ସାମିଲ ହେବେ ବସ ଚାଳକ ସଂଘ – ଚାଳକ ମହାସଂଘର ଅନିର୍ଦିଷ୍ଟକାଳ ଧର୍ମଘଟ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ ସଡ଼କ ଦୁର୍ଘଟଣା ଆଇନକୁ ବିରୋଧ କରି ଚାଳକ ମହାସଂଘର ଅନିର୍ଦିଷ୍ଟକାଳ ଷ୍ଟିଅରିଂ ଛାଡ଼ ଧର୍ମଘଟ ଆରମ୍ଭ କରିଛି। ନୂତନ ଆଇନ ଅନୁସାରେ ଦୁର୍ଘଟଣା ଘଟାଇ ଗାଡି ଚାଳକ ସୂଚନା ନଦେଇ…
Read More...

ଏହି ଆଶ୍ଚର୍ଯ୍ୟଜନକ କାରଣରୁ ଛାଡପତ୍ର ନେଲେ ସ୍ୱାମୀ ସ୍ତ୍ରୀ

ଖାଦ୍ୟପାନୀୟ ଆଧାରରେ ଯେ ବିବାହ ବିଚ୍ଛେଦ ହେଉଛି, ସେ ବିଷୟରେ ଚିନ୍ତା କଲେ ବି ଆଶ୍ଚର୍ଯ୍ୟ ଲାଗୁଛି। ବ୍ରିଟିଶ୍ ଏଗ୍ କାଉନସିଲ୍‌ର ସଦସ୍ୟମାନେ ବର୍ଷକୁବର୍ଷ ଲୋକମାନଙ୍କ ମତାମତ ନେଇ ବିଭିନ୍ନ ପର୍ଯ୍ୟାୟରେ ଗବେଷଣା…
Read More...

୬ ଜାନୁୟାରୀ, ୧୯୩୪ ସମାଜରେ ବାହାରିଥିବା ଖବର

ସମ୍ବଲପୁର ସମ୍ବାଦ ବାଲ୍ୟବିବାହ ବନ୍ଦ ରମ୍ପେଲା, ୪।୧।୩୪:ଗଲା ୩୧ତାରିଖ ବାଲ୍ୟବିବାହ ନିରୋଧ ପାଇଁ ଗଢ଼ାଯାଇଥିବା ସଂଘର ଏକ ବୈଠକ ହୋଇଥିଲା। ରମ୍ପେଲା, ରମେଲା, ଚାରପାଲି, ପଟାପାଲି ପ୍ରଭୃତିରୁ ପ୍ରତିନିଧିମାନେ ଆସି…
Read More...

ଆଜି ଏହି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହୋଇ ପାରନ୍ତି- ଶୁକ୍ରବାର ରାଶିଫଳ

ମେଷ- ସେବା ପରାୟଣ ମନୋଭାବର ହୋଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ନିଜର କର୍ମକୁଶଳତା ପାଇଁ ମନରେ ଅହଂଭାବ ଉଦ୍ରେକ ହୋଇପାରେ। କର୍ମଚଞ୍ଚଳ ରହିବେ। ବୃଷ- ଚାକିରି କ୍ଷେତ୍ରରେ…
Read More...

୨୦୨୪ ହେବ ଭାଗ୍ୟ ପରୀକ୍ଷା-ଆକ୍ରମଣାତ୍ମକ ମୁଦ୍ରାରେ କାର୍ତ୍ତିକ, ସୁଯୋଗ ଅପେକ୍ଷାରେ ଅପରାଜିତା,ଶରତଙ୍କ ପାଇଁ ଶେଷ…

ରାଜ୍ୟରେ ସକ୍ରିୟ ଥିବା ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ୨୦୨୪ ହେବ ଭାଗ୍ୟ ପରୀକ୍ଷାର ବର୍ଷ। କିଏ ଜିତିବ, କିଏ ହାରିବ ତାହା ତ ସମୟ କହିବ, କିନ୍ତୁ ନିର୍ବାଚନ ରଣାଙ୍ଗନରେ ଏଥର ରୋଚକ ଲଢ଼େଇ ଦେଖିବାକୁ ମିଳିବ। ୨୪…
Read More...

ଇରାନରେ ବୋମା ବିସ୍ଫୋରଣ, ୧୦୩ ମୃତ

ତେହରାନ, : ଇରାନର କେରମାନ ସହରରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ବୁଧବାର ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଇରାନର ଦିବଂଗତ ସାମରିକ ନେତା ମେଜର ଜେନେରାଲ କାସିମ୍ ସୁଲେମାନିଙ୍କ…
Read More...

ଓଟିପି ଦେଇ ହରାଇଲେ ୧.୯୦ ଲକ୍ଷ

ୟୋନୋ ଆପ୍ ଅପଡେଟ୍ ନଁାରେ ଠକେଇ ବ୍ରହ୍ମପୁର : ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ୟୋ​‌େ​‌ନା ଆପ୍‌ ଅପଡେଟ୍ ନାଁରେ ଆଉ ଏକ ଠକେଇ ସାମ୍ନାକୁ ଆସିଛି ା ଅପଡେଟ୍‌ ବାହାନାରେ ସାଇବର ଠକମାନେ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ…
Read More...

୬ ଜାନୁୟାରୀ, ୧୯୩୪ ସମାଜରେ ବାହାରିଥିବା ଖବର

ସହରରେ ଭୀଷଣ ଚୋରି ବରଗଡ଼, ୩।୧।୩୪:ଏଠାରେ ମୃତ ଗୌରାଙ୍ଗ ପାଣିଗ୍ରାହୀଙ୍କ ଘରୁ ଗତ ୨୮ତାରିଖରେ ଭୀଷଣ ଚୋରି ହୋଇଯାଇଛି। ତାଙ୍କ ଘରେ କେହି ନଥିଲେ। ତାଙ୍କର ସ୍ତ୍ରୀ ଓ କନ୍ୟା ଘରେ ଚାକର ଜଗେଇ ଦେଇ ଦ୍ବାରଘର ତାଲା ଦେଇ…
Read More...

ଆଜି ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଦୃଢ଼ ରହିବ – ଗୁରୁବାରର ରାଶିଫଳ

ମେଷ- ଋଣମୁକ୍ତ ହେବାର ସୂଚନା ମିଳୁଛି। ଶତ୍ରୁ ବିନାଶ କରିବା ସହିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ। ନୀରୋଗ ରହିପାରନ୍ତି। ମାତୁଳ ହେତୁକ ମାନଭଙ୍ଗ ହେବ। ଦୁଷ୍ଟଙ୍କ ଦ୍ବାରା କାର୍ଯ୍ୟ ସାଧନ କରିବେ। ବୃଷ- ଅର୍ଥ…
Read More...

ସୁବର୍ଣ୍ଣମଞ୍ଜରୀପୁର ଗାଁ ଭିତରେ ହାତୀ

ଗୁରୁଡିଝାଟିଆ- ମୁହଁସଞ୍ଜ ବେଳେ ଦଳଛଡା ଦନ୍ତା ଗାଁ ଭିତରକୁ ପଶିବା ଫଳରେ ଭୟଭୀତ ପରିବେଶ ସୃଷ୍ଟି ହୋଇଛି ।   ସନ୍ଧ୍ୟା ଆସନ୍ନ ହେବା ମାତ୍ରରେ ଏକ ଦନ୍ତାହାତୀ ସୁବର୍ଣ୍ଣମଞ୍ଜରୀପୁର ଗାଁ ଭିତରେ ପଶିବା ଫଳରେ ଲୋକମାନେ…
Read More...

ଶୀତଦିନେ ହୃଦ୍‌ଘାତ ସମ୍ଭାବନା ବଢ଼ିଯାଏ କାହିଁକି ?

ଆପଣମାନେ ଜାଣନ୍ତି ଯେ ଚାରିପାଖର ପାଣିପାଗ ଓ ପରିବେଶ ଆମ ଶରୀରର ପ୍ରକ୍ରିୟାଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରିଥାଏ। ଶୀତର ଆଗମନରେ ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା କମିଯାଏ, ସେତେବେଳେ ସେହି ପରିବର୍ତ୍ତନ ଆମର…
Read More...

ଦିବ୍ୟ ଜନନୀ ଶ୍ରୀଶ୍ରୀ ମା ସାରଦା

ବାଙ୍କୁଡ଼ା ଜିଲାର ଜୟ ରାମବାଟୀ ଗ୍ରାମରେ ଶ୍ରୀ ଶ୍ରୀ ମା ସାରଦାମଣି ଦେବୀ ୧୮୫୩ ମସିହାରେ ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀଦିନ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ସାରଦା ଦେବୀଙ୍କ ବାପାଙ୍କ ନାମ ଶ୍ରୀ ରାମଚନ୍ଦ୍ର ମୁଖୋପାଧ୍ୟାୟ…
Read More...

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍‌ କିଛି ଧନ ପ୍ରାପ୍ତିର ସୂଚନା – ବୁଧବାରର ରାଶିଫଳ

ମେଷ- ଭ୍ରାତୃତ୍ବର ବନ୍ଧନ ନିବିଡ଼ ହେବ। ସୁସ୍ଥ ଓ ନିରାମୟ ରହିବେ। କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସେବା ମନୋଭାବର ହେବେ। କିଛିଟା ଅଶୁଭ ଫଳ ମିଳିପାରେ। ସୁଖୀ ଜୀବନ ବିତାଇବେ। ବୃଷ-…
Read More...

ଖସୁଛି ଚୀନ୍‌ର ଅର୍ଥନୀତି- ରାଷ୍ଟ୍ରପତି ଜିନପିଙ୍ଗ୍‌ କହିଲେ ଏପରି

ନୂଆଦିଲ୍ଲୀ- ଚୀନ୍‌ର ଅର୍ଥନୀତି ଏବେ ନିମ୍ନଗାମୀ । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଏହା ଗତି କରୁଛି । ଦେଶର ବଡ ଉଦ୍ୟୌଗପତିମାନେ ଏବେ ବିଦେଶ ମୁହାଁ । କେତକ ଉଦ୍ୟୋଗପତି ଏବେ ବିଦେଶ ପଳାୟନ କରିଥିବା ଖବର ବି ଆସୁଛି ।…
Read More...

ବିଓଆଇ ଏନ୍‌ବିଜି ଓଡିଶାର ସ୍ଥାପନା ଦିବସ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌ (ଏନ୍‌ବିଜି) ଓଡିଶା ୦୨/୦୧/୨୦୨୩ ରେ ଆରମ୍ଭ ହୋଇଥିଲା । ବ୍ୟାଙ୍କ ଆରମ୍ଭରୁ ବିଭିନ୍ନ କ୍ଷେତ୍ରରୁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ…
Read More...

ଓଡ଼ିଶାରୁ ଉତ୍ତର ଭାରତ ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ ଘନକୁହୁଡ଼ି ଯୋଗୁଁ ବିଳମ୍ବରେ ଚାଲୁଛି- ଉଭୟ ରେଳ ଓ ବିମାନସେବା…

ନୂଆଦିଲ୍ଲୀ,  : ଉତ୍ତର ଭାରତରେ ଘନକୁହୁଡ଼ି ଯୋଗୁଁ ଉଭୟ ରେଳ ଓ ବିମାନସେବା ଗୁରୁତର ପ୍ରଭାବିତ ହୋଇଛି। ଓଡ଼ିଶାରୁ ଉତ୍ତର ଭାରତ ଅଭିମୁଖେ ଯାଉଥିବା ସମସ୍ତ ଟ୍ରେନ ୩ରୁ ୧୭ ଘଣ୍ଟା ବିଳମ୍ବରେ ଚାଲୁଅଛି। ଶନିବାର ସକାଳ ୭ଟା…
Read More...

ଶ୍ରୀମନ୍ଦିରରେ ବୁଲୁଛି ମୋବାଇଲ ଫୋନ୍‌

ପୁରୀ : ଶ୍ରୀମନ୍ଦିର ପରିସରରେ ଖୋଲାଖୋଲି ମୋବାଇଲ ଫୋନ୍‌ ବ୍ୟବହାର କରାଯାଉଥିବାରୁ ମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଥିବା ନେଇ ରାଷ୍ଟ୍ରପତିଙ୍କୁ ଏକ ପତ୍ରରେ ଓଡ଼ିଶା ଯୁବ ଚେତନା ସଙ୍ଗଠନ ପକ୍ଷରୁ ଜଣାଇ ଦିଆଯାଇଛି।…
Read More...

ପିକ୍‌ନିକ୍‌, ବଣଭୋଜି ପାଇଁ ଗାଡ଼ିମାଲିକଙ୍କୁ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ବର : ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ସଡ଼କ ସୁରକ୍ଷା ପରିବାର ରକ୍ଷା’। ପିକ୍‌ନିକ୍‌ ଓ ତୀର୍ଥଯାତ୍ରୀ ଗାଡ଼ି ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ…
Read More...

ଭିମସାରରେ ଏକୋଇଶିଆ, ନାମ ‘ବିଜୟିନୀ’

ବୁର୍ଲା : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଲାରିପାଲି ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିବା ଶିଶୁର ଏକୋଇଶିଆ ଅାଜି ଭିମସାରରେ ବୁର୍ଲା ଭିମସାର କର୍ତ୍ତୃପକ୍ଷ ଓ ଏସଏସଜି ସୋସାଇଟି ଉପସ୍ଥିତିରେ ପାଳନ…
Read More...

ଏଥର ମଦ ପିଇ ଗାଡି ଚଳାଇଲେ ଗିରଫ ହେବେ ଚାଳକ

ଭୁବନେଶ୍ବର : ଦୁର୍ଘଟଣା କମାଇବା ପାଇଁ ସଚେତନତା ସହ ଅମାନିଆଙ୍କ ପାଇଁ ପରିବହନ ବିଭାଗ କଠୋର ହୋଇଛି। ବିଭାଗ ପକ୍ଷରୁ ସୋମବାର ମାର୍ଗଦର୍ଶିକା ଜାରି ହୋଇଛି। ମଦ୍ୟପାନ କରି ଗାଡ଼ି ଚଳାଇଲେ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ…
Read More...

ଫେବୃଆରୀ ଦ୍ବିତୀୟ ସପ୍ତାହରେ ଅଧିବେଶନ- ନିର୍ବାଚନ ପାଇଁ ଆସିବ କାମଚଳା ବଜେଟ

ଭୁବନେଶ୍ବର : ୨୦୨୪ ନିର୍ବାଚନର ବର୍ଷ। ଏହାକୁ ଦୃଷ୍ଟିରେ ରଖି ୨୦୨୪-୨୫ ଆର୍ଥିକବର୍ଷ ଲାଗି ଚଳିତଥର ‌ବିଧାନସଭାରେ ୪ମାସ ପାଇଁ କାମଚଳା ବଜେଟ ତଥା ‘ଭୋଟ ଅନ୍ ଆକାଉଣ୍ଟ’ ଆସିବ। ପରବର୍ତ୍ତୀ ପର୍ଯ୍ୟାୟରେ ଗୃହରେ…
Read More...

୯୦ ମିନିଟରେ ଜାପାନରେ ୨୧ ଥର ଭୂକମ୍ପ

ଟୋକିଓ : ଜାପାନରେ ସୋମବାର ୯୦ ମିନିଟ ବ୍ୟବଧାନରେ ୨୧ ଥର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ଭୋର ୪ଟା ୦୬ ମିନିଟରେ ପ୍ରଥମ ଝଟ୍‌କା ଅନୁଭୂତ ହୋଇଥିବା​‌େ​‌ବଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭…
Read More...

୧୯୦୧ ମସିହାରୁ ଏପର୍ଯ୍ୟନ୍ତ ଶହେ ବର୍ଷରୁ ଅଧିକ ସମୟ ମଧ୍ୟରେ-୨୦୨୩ ଥିଲା ଦ୍ବିତୀୟ ଉତ୍ତପ୍ତ ବର୍ଷ

ଭୁବନେଶ୍ବର: ୧୯୦୧ ମସିହାରୁ ଏପର୍ଯ୍ୟନ୍ତ ଶହେ ବର୍ଷରୁ ଅଧିକ ସମୟ ମଧ୍ୟରେ ୨୦୨୩ ଦ୍ବିତୀୟ ଉତ୍ତପ୍ତ ବର୍ଷ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ୨୦୧୬ ସବୁଠୁ ଉତ୍ତପ୍ତ…
Read More...

କେଉଁଠୁ ଲଢିବେ ଧର୍ମେନ୍ଦ୍ର-ସମ୍ବଲପୁର ବା ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଲଢ଼ିବା ନେଇ 

ଛେଣ୍ଡିପଦା : ଛେଣ୍ଡିପଦା ଗସ୍ତରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ଗ୍ରହଣ କରି ଆଲୋଚନା…
Read More...

ଧନୁତୀର ନେଇ ଖେଳିବା ସମୟରେ ଏପରି ହେଲା….

ମାଲକାନଗିରି, : ଘରୁ ଧନୁତୀର ନେଇ ଖେଳିବା ସମୟରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅଧୀନ ଆନ୍ଦାଗୁଡା ଗ୍ରାମରେ ଘଟିଛି। ଉକ୍ତ ଗ୍ରାମର ଜଗନ୍ନାଥ ପୂଜାରୀଙ୍କ ପୁଅ ନନ୍ଦ ପୂଜାରୀ…
Read More...

ଡ. ପ୍ରଭାସ ଆଚାର୍ଯ୍ୟଙ୍କ ‘ସମାଜ’ ରିଲିଫ କମିଟି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ

କଟକ  : ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ଭାବେ ସୋମବାର ଅପରାହ୍ଣରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। ମଣ୍ଡଳର ଓଡ଼ିଶା ଶାଖା କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି…
Read More...

ଓଡ଼ିଶା ବିଜେପି ପାଇଁ ଆଗକୁ ଅଗ୍ନିପରୀକ୍ଷାର ସମୟ – ଦୁର୍ବାର ଲଢ଼େଇକୁ ଡେଇଁବେ ଧର୍ମେନ୍ଦ୍ର

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ଦବ୍‌ଦବା ବଢ଼ିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ପାଳିର ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ଦଶନ୍ଧି ଧରି କେନ୍ଦ୍ରମନ୍ତ୍ରୀ ଭାବେ ଜାତୀୟ ସ୍ତରରେ ତାଙ୍କର…
Read More...

ସର୍ବକାଳୀନ ରେକର୍ଡ ଅପେକ୍ଷାରେ ନବୀନ

କିଏ ତାଙ୍କୁ ଗାଳି ଦେଉଛି, କିଏ ପୁଣି ପ୍ରଶଂସା କରୁଛି। ରାଜନୀତିରେ କେତେକଙ୍କ ପାଇଁ ସେ ପ୍ରବୀଣ ତ ଆଉ କେତେକଙ୍କ ପାଇଁ ସେ ଆଜି ବି ନବୀନ। କିନ୍ତୁ ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନବୀନ କ୍ଷମତାରେ ରହିଆସିବା ପଛର…
Read More...

ସକାଳର ମୁଖ୍ୟଖବର- ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ, ପଞ୍ଜାବରେ ଡିଏସ୍‌ପିଙ୍କୁ ହତ୍ୟା, ଜାପାନରେ ଶକ୍ତିଶାଳୀ…

ସକାଳର ମୁଖ୍ୟଖବର- ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ, ପଞ୍ଜାବରେ ଡିଏସ୍‌ପିଙ୍କୁ ହତ୍ୟା, ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ- ନୂଆ ହିଟ୍‌ ଆଣ୍ଡ ରନ୍‌ ଆଇନର ବିରୋଧ,…
Read More...

ବିସ୍ମୟକର ହେଲେ ବି ସତ- ଆଦିମାନବ କରୁଥିଲେ ଏହି କାମ

ଆଦିମାନବ ଖାଉଥିଲେ ପନିପରିବା ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼ିଥାଏ ଯେ ଆଦିମାନବଙ୍କୁ ରନ୍ଧାକୌଶଳ ଜଣାନଥିବାରୁ ସେମାନେ ପଶୁପକ୍ଷୀଙ୍କୁ ଶିକାର କରି ଖାଉଥିଲେ। ସେମାନେ ଗଛ ଫଳକୁ ଆଣି ମଧ୍ୟ ଖାଉଥିବା ଅନୁମାନ…
Read More...

ଭୂମିହୀନ ଚାଷୀଙ୍କ ବେଦନାର କଥା

ବଦଳୁନି ଆର୍ଥିକ ସ୍ଥିତି କୁହାଯାଏ ଚାଷ କାମ ଯାହାର ସବୁ ସୁଖ ତାହାର। କିନ୍ତୁ ଏହି ଉକ୍ତିର ସତ୍ୟତା ଆମ ରାଜ୍ୟର ଚାଷୀଙ୍କ ଉପରେ ପ୍ରତିପାଦିତ ହେଉ ନ ଥିବା ଅଭିଯୋଗ ହେଉଛି। ଜମି ମାଲିକ ଖର୍ଚ୍ଚ ତୁଳନାରେ ଆୟ କମ୍…
Read More...

ଆଜି ଏହି ରାଶିଧାରୀଙ୍କର ଆୟ ବୃଦ୍ଧି ଯାନବାହାନ ସୁଖ ପ୍ରାପ୍ତି- ମଙ୍ଗଳବାର ରାଶିଫଳ

ମେଷ- ଅନନ୍ୟ ପ୍ରତିଭା ସମ୍ପନ୍ନ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳପାରେ। ସ୍ବୟଂସିଦ୍ଧ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସ୍ନେହ, ମମତାପୂର୍ଣ୍ଣ ହେବ। ଚଞ୍ଚଳ ପ୍ରକୃତିର କନ୍ୟା ରତ୍ନ ମିଳିପାରେ। ବୃଷ- କୃଷି…
Read More...

ନୂଆ ବର୍ଷରେ ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ଼, ଅନ୍ଧାର ବେଳାଭୂମି,ରାତି ୮ ଟା ପରେ ବସ ଚଳାଚଳ ବନ୍ଦ। ପର୍ଯ୍ୟଟକ…

ଗୋପାଳପୁର- ନବବର୍ଷ ପାଇଁ ଗୋପାଳପୁର ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l ସକାଳୁ ଲୋକଙ୍କ ଗହଳି ରହିଥିବା ବେଳେ ଅପରାହ୍ନ ଠାରୁ ବେଳାଭୂମିରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକ ଓ ଆଖପାଖ ଲୋକଙ୍କ ଗହଳି…
Read More...

ଡେଥ୍‌ ଜୋନ୍‌ରେ ପୁଣି ଦୁର୍ଘଟଣା, ଜଣଙ୍କର ମୃତ୍ୟୁ – ତାତିଲେ ସ୍ଥାନୀୟ ବାସିନ୍ଦା, ଓଭରବ୍ରିଜ ନିର୍ମାଣ ପାଇଁ…

ଗୋପାଳପୁର - ଡେଥ ଜୋନ ଭାବେ ପରିଚିତ ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା ଚଟିରେ ସୋମବାର ସନ୍ଧ୍ୟାରେ କାର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ସଡକ ଦୁର୍ଘଟଣାରେ ଦୁଇଜଣ ଗୁରୁତରଙ୍କୁ ଏମ୍‌କେସିଜି…
Read More...

କ୍ରିଷ୍ଣାଙ୍କ ସ୍ଥାନରେ ବଙ୍ଗଳାର ପେସ୍‌ ବୋଲର ମୁକେଶ କୁମାରଙ୍କୁ…………..

ନୂଆଦିଲ୍ଲୀ, : ନୂଆବର୍ଷରେ ଜାନୁଆରୀ ୩ରୁ କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍‌ସ ଗ୍ରାଉଣ୍ଡରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଖେଳିବ। ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ସହ ଦକ୍ଷିଣ…
Read More...

ଅଲିମ୍ପିକ୍‌ସ, ଟି୨୦ ବିଶ୍ବକପ୍‌, ୟୁରୋକପ୍‌ର ବର୍ଷ

କଟକ : କ୍ରୀଡ଼ା କ୍ଷେତ୍ରରେ ୨୦୨୪ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି। କାରଣ ଚଳିତ ବର୍ଷ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍‌ସ ସହ ଟି୨୦ ବିଶ୍ବକପ ଓ ୟୁରୋ କପ୍‌ ଭଳି ପ୍ରତିଯୋଗିତା ହେବାବୁ ଯାଉଛି।…
Read More...

୨୦୨୪ରେ ବିରାଟ, ବାବର ରାଜୁତି କରିବେ: ହୁସେନ୍‌

ନୂଆଦିଲ୍ଲୀ, : ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ନାସେର ହୁସେନ୍ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୪ ବର୍ଷରେ ଭାରତର ବିରାଟ କୋହଲି ଓ ପାକିସ୍ତାନର ବାବର ଆଜମ୍‌ କ୍ରିକେଟ୍‌ ଦୁନିଆରେ ରାଜୁତି କରିବେ।…
Read More...

ସେବା ପାଇବା ନାଁରେ ଡକାୟତି କଲେ ଡକାୟତ, ଏମତି କରିଥିଲେ ଯୋଜନା

ରେଙ୍ଗାଲି -ରେଙ୍ଗାଲି ରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜନଗହଲି ପୂର୍ଣ ରେଙ୍ଗାଲି ବସଷ୍ଟାଣ୍ଡ ପାଖ ଡେଲି ମାର୍କେଟ ନିକଟସ୍ଥ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ପାର୍ଶ୍ବ ରେ ଥିବା ଏସବିଆଇ କେନ୍ଦ୍ର କୁ ଦିନ ପ୍ରାୟ ୧୦…
Read More...

ଗଂଜେଇ ଚାଷ ବଦଳରେ ଆପଣେଇଲେ କପା,ଅଭାବୀ ବିକ୍ରୀର ଶିକାର ହେଉଛନ୍ତି କପା ଚାଷୀ- ବୌଦ୍ଧ ଜିଲାରେ କପା ମଣ୍ଡି ସ୍ଥାପନ…

ବୌଦ୍ଧ : କୃଷି ଭିତିକ ବୌଦ୍ଧ ଜିଲାରେ ଚାଷୀ ସବୁବେଳେ ଅଭାବୀ ବିକ୍ରୀ ଓ ଦଲାଲଙ୍କ ଦ୍ୱାରା ଶୋଷିତ । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ ସର୍ବଦା କ୍ଷତି ସହୁଛି…
Read More...

ପାହଡ ଉପରେ ଘରର କାନ୍ଥ ବରଫ ପରି ଥଣ୍ଡା- ନିଆଁ ପୁଇଁ ଶୀତକୁ ପରାସ୍ତ କରିଛନ୍ତି ଏହି ପାହାଡିଆ ଅଞ୍ଚଳବାସୀ

ପାତ୍ରପୁର- ସମତଳରେ ସିନା ଶୀତ କମି ଯାଇଛି , ହେଲେ ପାହାଡିଆ ଅଞ୍ଚଳରେ ସଞ୍ଜ ହେଲେ ହାଡ ଥରିଯାଉଛି । ସଞ୍ଜ ନଇଁଲେ ଶୀତ ମାଉସୀ ସତେ ଯେମିତି ପାହାଡ ଭିତରେ ତାହାର ପ୍ରକୋପ ଆରମ୍ଭ କରୁଛି । ଶୀତର ପ୍ରକୋପରୁ ରକ୍ଷା…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା କୁଦୋପାଲି ରେ ବୀର ଛବିଲ ସାଏ ସହୀଦ ସ୍ମାରକୀ ଉଦଘାଟିତ

ସମ୍ବଲପୁର  : ୧୮୫୭ ମସିହା ଡିସେମ୍ବର ୩୦ ତାରିଖ କୁଦୋପାଲି ରେ ବୀର ଛବିଲ ସାଏ ଏବଂ ୫୭ ଜଣ ସହଯୋଗୀଙ୍କ ସହୀଦ ହୋଇ ଥିଲେ। ଏହାର ସ୍ମୁତିରେ ଶନିବାର ବଲିଦାନ ଦିନ ଅବସରରେ କୁଦୋପାଲି ରେ ବୀର ଛବିଲ ସାଏ ସହୀଦ ସ୍ମାରକୀ କୁ…
Read More...