ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏଥିରେ ସଂପୃକ୍ତ ୨ ଜଣ ଲୁଟେରା ସମରଜିତ୍ ସିଂହ ଓ ଜାଫର ସାଦ୍ଦିକ୍ ଧରା ପଡ଼ିଛନ୍ତି। ଭାଇଜାଗରେ ଆଉ ଏକ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଉଭୟଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ପ୍ରେସ୍ମିଟ୍ରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
Popular Categories



