www.samajalive.in
Friday, December 5, 2025
23.1 C
Bhubaneswar

ପର୍ସରେ ରଖନ୍ତୁ ଏହି ଜିନିଷ: ଖୋଲିଯିବ ଆପଣଙ୍କ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ପର୍ସରେ ପଇସା ବ୍ୟତୀତ ସମସ୍ତେ କିଛି ନା କିଛି ଜିନିଷ ରଖିଥାନ୍ତି । କିନ୍ତୁ ଆଜିକାଲି ଲୋକମାନେ ପର୍ସ ସାଙ୍ଗରେ ରଖିବାକୁ ପ୍ରାୟତ ଭଲ ପାଉନାହାଁନ୍ତି । କାରଣ ଡିଜିଟାଲ ଯୁଗରେ ଅନଲାଇନ ଟଙ୍କା ଦେଣ ନେଣ କରୁଛନ୍ତି । କିନ୍ତୁ ଏପରି କରିବା ଭୁଲ । ବାସ୍ତୁ ଅନୁସାରେ ସାଙ୍ଗରେ ପର୍ସ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାସହିତ ପର୍ସରେ ଟଙ୍କା ରଖିବା ମଧ୍ୟ ଜରୁରୀ । ଟଙ୍କା ରଖିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ । ଯଦି ଆପଣ ପର୍ସରେ ଏକ ରୂପା କଏନ କିମ୍ବା ରୂପାର କିଛି ସାମଗ୍ରୀ ରଖିବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ରୂପା ହେଉଛି ଏକ ଧାତୁ ଯାହା ସମୃଦ୍ଧି ଆଣିଥାଏ । ଏଥିପାଇଁ ରୂପାର କିଛି ଜିନିଷ ପର୍ସରେ ରଖିବା ଲାଭଦାୟକ ହୋଇଥାଏ । ରୂପା ଏପରି ଏକ ବସ୍ତୁ ଯାହା ଆପଣଙ୍କୁ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ । ରୂପା ରଖିବା ଦ୍ୱାରା ଆପଣଙ୍କର କୌଣସି କ୍ଷତି ହୁଏ ନାହିଁ । ବରଂ ରୂପାର ସାମଗ୍ରୀ ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡିବା ସହ ଆଶୀର୍ବାଦ ମିଳିଥାଏ ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories