ଗୌହାଟୀ : ଆସାମରେ ଅଚାନକ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏଥି ଯୋଗୁଁ ଛ’ଟି ଜିଲ୍ଲାର ପ୍ରାୟ ଏକ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଧେମାଜୀ ଜିଲ୍ଲାର ୧୧୮ଟି ଗାଁର ୪୮ ହଜାରରୁ ଅଧିକ ଲୋକ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଧେମାଜୀ ଓ ଚିରାଙ୍ଗ ଜିଲ୍ଲାରେ ପ୍ରାୟ ୨ ହଜାର ଲୋକ ବିଭିନ୍ନ ରିଲିଫ ଶିବିର ଗୁଡିକରେ ଆଶ୍ରୟ ନେଇଛନ୍ତି। ଉପର ଆସାମର କେତେକ ସ୍ଥାନରେ ଜଳପତ୍ତନ ବୃଦ୍ଧି ଯୋଗୁଁ ନୌକା ସେବାକୁ ବନ୍ଦ ରଖାଯାଇଛି।
Popular Categories



