www.samajalive.in
Tuesday, December 9, 2025
17.1 C
Bhubaneswar

ୟୁଜିସି ନେଟ୍‍ ପରୀକ୍ଷା ପାଇଁ ଆବେଦନ କରିପାରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାନି ଆବେଦନ ସୁଯୋଗ

ଭୁବନେଶ୍ୱରୀ : ୟୁଜିସି ନେଟ୍‍ ପରୀକ୍ଷା ପାଇଁ ଫର୍ମ ଆବେଦନ କରିପାରି ନଥିବା କିମ୍ବା ଆବେଦନ କରି ଅନ୍‍ଲାଇନ୍‍ ପ୍ରକ୍ରିୟାରେ ଫର୍ମ ଦାଖଲ କରି ନଥିବା ଛାତ୍ରଛାତ୍ରୀ ସାନି ଆବେଦନ ଏବଂ ଅସମ୍ପୂର୍ଣ୍ଣ ଫର୍ମକୁ ଦାଖଲ କରିପାରିବେ। ଏଥିପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‍ଟିଏ) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଇଛି। ଛାତ୍ରଛାତ୍ରୀ ଅଗଷ୍ଟ ୨୨ରୁ ସେପ୍ଟେମ୍ବର ୧୦ମଧ୍ୟରେ ୱେବସାଇଟ୍‍ (www.csirnet.nta.nic.in)କୁ ଯାଇ ଫର୍ମ ଆବେଦନ କରିପାରିବେ। ଏନେଇ ଏନ୍‍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାର୍ଥୀ ୧୦ ସେପ୍ଟେମ୍ବର ଅପରାହ୍ଣ ୫ଟା ମଧ୍ୟରେ ଫର୍ମ ଦାଖଲ କରିବା ସହିତ ସେହିଦିନ ରାତି ୧୧.୫୯ମିନିଟ୍‍ ସୁଦ୍ଧା ଫି. ଦାଖଲ କରିବାକୁ କୁହାଯାଇଛି। ସେପ୍ଟେମ୍ବର ୧୧ରୁ ୧୭ ତାରିଖ ମଧ୍ୟରେ ବିଦ୍ୟାର୍ଥୀ ତ୍ରୁଟି ସଂଶୋଧନ ଏବଂ ପରୀକ୍ଷା କେନ୍ଦ୍ର ସହରକୁ ପରିବର୍ତ୍ତନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories