www.samajalive.in
Monday, December 8, 2025
20.1 C
Bhubaneswar

ଟେଷ୍ଟରେ ସଚିନ, ଦିନିକିଆରେ କୋହଲି ଶ୍ରେଷ୍ଠ: ଆକାଶ ଚୋପ୍ରା

ଭୁବନେଶ୍ୱର : ପୂର୍ବତନ କ୍ରିକେଟର ଭାଷ୍ୟକାର ଆକାଶ ଚୋପ୍ରାଙ୍କ ଦ୍ୱାରା ଲିଖିତ ନମ୍ବର୍ସ ଡୁ ନଟ୍‍ ଲାଏ(ସଂଖ୍ୟା ଭୂଲ ନୁହେଁ) ପୁସ୍ତକ ଆଲେଚନା ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବରେ ଅନ୍ୟତମ ଆକର୍ଷଣ ଥିଲା। ପୁସ୍ତକରେ ଆକାଶ ଚୋପ୍ରା କିଏ ଶ୍ରେଷ୍ଠ ସଚିନ ନାଁ ରାହୁଲ ଉପସ୍ଥାପିତ କରିବା ସହିତ ରାହୁଲକୁ ଶ୍ରେଷ୍ଠ ବୋଲି ବିବେଚନା କରିଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଆକାଶ କହିଥିଲେ ଯେ, ବିଶ୍ୱ କ୍ରିକେଟରେ ସଚିନ ଓ ରାହୁଲ ଜଣେ ଜଣେ କିମ୍ବଦନ୍ତୀ ପ୍ରତିଭା। କାହାରିକୁ କାହା ସହିତ ତୁଳନା କରିବା ଅସମ୍ଭବ। ତେବେ ସାଂପ୍ରତିକ କ୍ରିକେଟକୁ ଅନୁଧ୍ୟାନ କଲେ ଦିନିକିଆରେ ବିରାଟ କୋହଲି ଓ ଟେଷ୍ଟରେ ସଚିନ ତେନ୍ଦୁଲକର ଶ୍ରେଷ୍ଠ ବୋଲି ଆକାଶ ମତ ରଖିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories