www.samajalive.in
Tuesday, December 9, 2025
16.1 C
Bhubaneswar

ଜିଓକୁ ଟକ୍କର ଦେବାପାଇଁ ଖୁବଶୀଘ୍ର ଏୟାରଟେଲ ଲଞ୍ଚ କରିବ ପାଞ୍ଚୋଟି ଡାଟା ଆଡ ଅନ୍ ପ୍ଲାନ୍

ନୂଆଦିଲ୍ଲୀ : ରିଲାଏନ୍ସ ଜିଓକୁ ଟକ୍କର ଦେବାପାଇଁ ଏୟାରଟେଲ ଖୁବଶୀଘ୍ର ଲଞ୍ଚ କରିବାକୁଯାଉଛି ଡାଟା ଆଡ୍ ଅନ୍ ପ୍ଲାନ। ଏହି ଡାଟା ଆଡ୍ ଅନ୍ ପ୍ଲାନ କେବଳ ଏୟାରଟେଲ ପ୍ରିପେର୍ଡ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଏୟାରଟେଲର ଏହି ପ୍ଲାନରେ ୨୮ଟଙ୍କା, ୪୮ଟଙ୍କା, ୯୨ଟଙ୍କା, ୯୮ଟଙ୍କା  ଏବଂ ୧୭୫ଟଙ୍କାର ପ୍ଲାନ ସାମିଲ ରହିଛି।

୨୮ଟଙ୍କାର ପ୍ଲାନ

- Advertisement -

ଏୟାରଟେଲର ଏହି ପ୍ଲାନରେ ୨୮ଦିନର ବୈଧତା ସହିତ ୫୦୦ଏମବି ଡାଟା ମିଳିଥାଏ। ଯେଉଁମାନେ ଫିଚର ଫୋନ ବ୍ୟାବହାର କରୁଛନ୍ତି ସେହିମାନଙ୍କ ପାଇଁ ଏହି ପ୍ଲାନ ଉପଲବ୍ଧ ହେବ।

୪୮ଟଙ୍କାର ପ୍ଲାନ

ଏୟାରଟେଲର ୪୮ଟଙ୍କାର ଆଡ୍ ଅନ୍ ପ୍ଲାନରେ ୩ଜିବି ଡାଟା ମଳିଥାଏ। ଯାହାର ବୈଧତା ୨୮ଦିନ। ଏହି ପ୍ଲାନ୍ କମ୍ପାନୀର ପ୍ରିପେଡ଼୍ ଗ୍ରାହକମାନଙ୍କ ପାଇଁ ରହିଛି।

୯୨ଟଙ୍କାର ପ୍ଲାନ୍

ଏହି ପ୍ଲାନରେ ୬ଜିବି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ମାତ୍ର ୭ଦିନ।

୯୮ଟଙ୍କାର ପ୍ଲାନ

ଏହି ପ୍ଲାନରେ ୨୮ଦିନର ବୈଧତା ସହିତ ୬ଜିବି ଡ଼ାଟା ମିଳିଥାଏ।

୧୭୫ଟଙ୍କା ପ୍ଲାନ

ଏୟାରଟେଲର ଏହି ଆଡ ଅନ୍ ପ୍ଲାନରେ ୨୮ଦିନର ବୈଧତା ସହିତ ୬ଜିବି ଡାଟା ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories