www.samajalive.in
Tuesday, December 9, 2025
15.1 C
Bhubaneswar

ଆକାଶବାଣୀ ସମ୍ବାଦ ବିଭାଗରେ ସମ୍ବିଧାନ ଦିବସ ପାଳିତ

ଆଜି ସମ୍ବିଧାନ ଦିବସ ପାଳନ ଅବସରରେ ଆକାଶବାଣୀ କଟକର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ସମ୍ବିଧାନ ପ୍ରସ୍ତାବନା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବିଭାଗ ମୁଖ୍ୟ ତପନ କୁମାର ମହାରଣା ଏହି ଅବସରରେ ସଂବିଧାନ ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋଚନା କରିବା ସହ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଂବିଧାନ ପ୍ରସ୍ତାବନା ପାଠ କରାଇଥିଲେ। ଶ୍ରୀ ମହାରଣା କହିଥିଲେ ଯେ ଦେଶର ଏକତା ଓ ଅଖଣ୍ତତାକୁ ବଜାୟ ରଖି ଭାତୃଭାବର ବିକାଶ ଘଟାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ।

ଏହି କାର୍ଯ୍ୟକ୍ରମରେ ସମ୍ବାଦ ବିଭାଗର ସମ୍ପାଦକ ପାର୍ଥ ସାରଥୀ ମଲ୍ଲିକ, ବରିଷ୍ଠ କାର୍ଯ୍ୟାଳୟ ସହକାରୀ ଗୌରାଙ୍ଗ ମହାନ୍ତି, ସମ୍ବାଦ ପାଠିକା ପ୍ରଜ୍ଞା ପାରମିତା ଜେନା, ଯାନ୍ତ୍ରିକ ସହଯୋଗୀ ସନ୍ଧ୍ୟାଶ୍ରୀ ଦତ୍ତ ଓ ସଞ୍ଜୁଲତା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories