www.samajalive.in
Wednesday, December 10, 2025
26.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚତୁରତାର ସହ କୌଶଳ ପ୍ରୟୋଗ କରି ଶତ୍ରୁ ବିନାଶ କରିବେ।
ବୃଷ: ହଜି ଥିବା ଦ୍ରବ୍ୟ ଖୋଜିଲେ ପାଇବେ। ଦୁଃଖ-ଶୋକରେ ଦିନଟି ଅତିବାହିତ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କନ୍ୟା, ପୁତ୍ର, ପୌତ୍ର, ପପୌତ୍ରାଦି ଲାଭ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ସ୍ତ୍ରୀଧନରେ ସୁଖୀ ହେବେ।
ମିଥୁନ: ଆପଣ ଚାହୁଁଥିବା ସାହାଯ୍ୟ ମିଳିବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ ଓ ସେଥିରେ ସଫଳତା ମିଳିବ। ଶତ୍ରୁ ବୃଦ୍ଧି ଯୋଗୁଁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। କୃଷିକ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି। ଯାନବାହନ ସୁଖ ମିଳିପାରେ।
କର୍କଟ: ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। କାର୍ଯ୍ୟରେ ଅବହେଳା କରି, ପରେ ମନସ୍ତାପ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅଞ୍ଚଳ ଲୋକଙ୍କ ପ୍ରଶଂସାର ପାତ୍ର ହେବେ। ନିଜ ପସନ୍ଦରେ କାର୍ଯ୍ୟ କରି ସଫଳ ହେବେ।
ସିଂହ: ପୂର୍ବରୁ ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସଫଳ କାମ ହେବେ। ମନୋବଳ ଦୃଢ଼ ରହିବ। କୌଣସି କାର୍ଯ୍ୟର ପଛଘୁଞ୍ଚା ଦେବେ ନାହିଁ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ଚଞ୍ଚଳ ମନ ଓ ଅତି ସୁଖୀ ହେବେ।
କନ୍ୟା: ଦରକାରୀ ପଦାର୍ଥଟି ଅକ୍ଳେଶରେ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସତ୍‍କାର୍ଯ୍ୟରେ ବ୍ୟୟ କରିପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ସୁଖ ମିଳିପାରେ।
ତୁଳା: ବନ୍ଧୁବର୍ଗଙ୍କ ଆଦରଣୀୟ ହେବେ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ମନରେ ସରସତା ଆସିବ। ଲୋକପ୍ରିୟତା ବୃଦ୍ଧି ହୋଇପାରେ। ସୁଖଶାନ୍ତିରେ ସମୟ ଅତିବାହିତ କରିପାରନ୍ତି। ବ୍ୟୟ ବୃଦ୍ଧି ହେବ। ଚଞ୍ଚଳ ଚେଷ୍ଟିତ ହେବେ।
ବିଛା: ଯାତ୍ରା ଫଳଦାୟକ ହେବ। ରୋଜଗାରର ମାତ୍ରା ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ସରକାରୀ କୃପା ଲାଭ କରିପାରନ୍ତି। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବା ଆଶା କରାଯାଏ। ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି। କରିତ୍‍କର୍ମା ହୋଇପାରନ୍ତି।
ଧନୁ: ବ୍ୟବସାୟ ଲାଭଜନକ ହେବ। ଆୟ ପରିମାଣ ବୃଦ୍ଧି ପାଇବ। କର୍ମକ୍ଷେତ୍ର ଉନ୍ନତମାନର ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶା ପୂରଣ ହୋଇପାରେ। ଦୟାଳୁ ସ୍ୱଭାବର ହେବେ। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ସେବାକ୍ଷେତ୍ରରେ ନିଜକୁ ନିୟୋଜିତ କରିବେ।
ମକର: ପିଲାମାନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ପରିଭ୍ରମଣ କରି ଶାନ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ରକ୍ଷା ହେବ। ବିଳାସ-ବ୍ୟସନ କରିପାରନ୍ତି। କର୍ମତତ୍ପରତା ପ୍ରକାଶ ପାଇବ। ପାରିବାରିକ ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ଅଧିକାର ସାବ୍ୟସ୍ତ କରିପାରନ୍ତି। ଦାୟିତ୍ୱ ବୃଦ୍ଧି ହେବ। ମନ ଆକୁଳିତ ହୋଇପାରେ। ପରିଶ୍ରମର ଫଳ ମିଳିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ନାନା ବିଭବରେ ମଣ୍ଡିତ ହେବେ।
ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବନ୍ଧୁମାନଙ୍କ ସହାୟତା ପାଇ ଖୁସି ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ସର୍ବୋକୃଷ୍ଟ ହେବ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାରଙ୍କ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories