www.samajalive.in
Tuesday, December 9, 2025
16.1 C
Bhubaneswar

କେଶ ଝଡ଼ିବାକୁ ନେଇ ଚିନ୍ତିତ କି? କେବଳ ନଖ ଘଷି ପାଆନ୍ତୁ ଏହି ସମସ୍ୟାରୁ ମୁକ୍ତି

ଏପରି କିଛି ଜାଣିବା କଥା ଅଛି ଯାହା ବିଷୟରେ ଅବଗତ ହେଲେ ଆମେ ନିଜେ ହିଁ ନିଜର ଅନେକ ରୋଗ ତଥା ସମସ୍ୟାର ସମାଧାନ କରିପାରିବା। ଆଜିକାଲି କେଶ ଝଡ଼ିବା ପ୍ରାୟ ସମସ୍ତଙ୍କର ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ଅନେକ ଉପଚାର କରିଥାଆନ୍ତି। ତେବେ ଏପରି ଏକ ସହଜ ଉପାୟ ଅଛି ଯାହାଦ୍ବାରା ଆପଣ ଘରେ ବସି ବିନା କୌଣସି ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣବା ସେହି ଉପାୟ ବିଷୟରେ –

ସର୍ବ ପ୍ରଥମେ ଆପଣ ନିଜ ଖାଦ୍ୟରେ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯେପରିକି କ୍ଷୀର,ଅଣ୍ଡା,ଡାଲି ଆଦି ସାମିଲ କରନ୍ତୁ। କେଶକୁ ଖାଲି କିମ୍ବା ଶ୍ୟାମ୍ପୁରେ ପ୍ରତିଦିନ ଧୁଅନ୍ତୁ ନାହିଁ ଓ ସପ୍ତାହରେ ଦୁଇ ଥର କେଶରେ ତେଲ ମାଲିସ୍ କରନ୍ତୁ।

- Advertisement -

ଏହା ବ୍ୟତୀତ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁଇ ହାତର ନଖକୁ ପରସ୍ପର ଘଷିବା ଦ୍ବାରା କେଶ ଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଦୁଇ ହାତର ନଖକୁ ପରସ୍ପର ଘଷିଲେ ଯେଉଁ ଘର୍ଷଣ ହୋଇଥାଏ ଏବଂ ଏହା ଦ୍ବାରା ଯେଉଁ ଉଷ୍ମତା ମିଳିଥାଏ ତାହା ଦ୍ବାରା କେଶ ମୂଳରେ ପ୍ରଭାବ ପଡ଼ିଥାଏ।

ଦୁଇ ହାତର ନଖକୁ ପରସ୍ପର ଘଷିବା ଦ୍ବାରା କେଶ ମୂଳରେ ଭଲଭାବେ ରକ୍ତ ସଞ୍ଚାରଣ ହୋଇଥାଏ। ଫଳରେ କେଶ ଝଡ଼ିବା ସମସ୍ୟା କମିଯାଇଥାଏ ଏବଂ କେଶ ଦୁଇଗୁଣା ବୃଦ୍ଧି ହୋଇଥାଏ। ଦିନରେ ୫ରୁ ୧୦ମିନିଟ୍ ମଧ୍ୟ ନଖ ଘଷିଲେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ କେଶ ଘନ ଏବଂ ମଜବୁତ୍ ହୋଇଥାଏ। ଏହା ଆପଣ ଯେକୌଣସି ସମୟରେ କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories