www.samajalive.in
Monday, December 8, 2025
20.1 C
Bhubaneswar

କ୍ରିକେଟ ବିଶ୍ବକପ : ଶ୍ରୀଲଙ୍କାର ସାଧାରଣ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ପାଇଁ ୨୦୪ ରନର ବିଜୟ ଲକ୍ଷ୍ୟ

ଚେଷ୍ଟର ଲି ଷ୍ଟ୍ରିଟ୍ : କ୍ରିକେଟ ବିଶ୍ବକପ ୨୦୧୯ର ୩୫ ତମ ମ୍ୟାଚ୍ ଇଂଲଣ୍ଡ ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଶ୍ରୀଲଙ୍କା- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାପ୍ ଡୁପ୍ଲେସିସ୍ ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଅତି ସାଧାରଣ ବ୍ୟାଟିଂ କରିଛି। ଶ୍ରୀଲଙ୍କାର ସମ୍ପୂଣ୍ଣ ଟିମ୍ ୪୯ ଓଭର ତିନୋଟି ବଲ ଖେଳି ୨୦୩ ରନରେ ତାରେ ସମସ୍ଥ ୱିକେଟ ହରାଇଛି। ଶ୍ରୀଲଙ୍କା ପକ୍ଷରୁ ଦକ୍ଷିଣ ଆଫ୍ରିକା ପାଇଁ ରଖାଯାଇଥିବା ବିଜୟ ଲକ୍ଷ୍ୟରେ କୁସାଲ ପେରେରା ଏବଂ ଅଭିଷେକ ଫରନାଣ୍ଡୋ ସର୍ବାଧିକ ୩୦-୩୦ ରନ୍ ଯୋଗ କରିଛନ୍ତି।
ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ରିସ ମେରିସ୍ ଓ ପେଟ୍ରୋଇସ୍ ସର୍ବାଧିକ ତିନୋଟି ଲାଖେ ୱିକେଟ ନେଇଛନ୍ତି।

ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ୭ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ୩ ପଏଣ୍ଟ ପାଇଛି । ଶ୍ରୀଲଙ୍କା ଦଳ ୬ଟି ମ୍ୟାଚରେ ୨ ବିଜୟ,୨ ପରାଜୟ ଓ ୨ ବାତିଲ ମ୍ୟାଚ ସହ ମୋଟ ୬ ପଏଣ୍ଟ ପାଇଛି ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories