www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

କ୍ଷୀର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। କ୍ଷୀରରେ ପ୍ରାୟ ୯ଟି ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେଣୁ ପିଲାମାନଙ୍କୁ ପ୍ରତିଦିନ କ୍ଷୀର ପିଇବାକୁ ଦିଆଯାଇଥାଏ। ଏଥିରେ କ୍ୟାଲସିୟମ ଠାରୁ ଆରମ୍ଭ କରି ପ୍ରୋଟିନ, ଭିଟାମିନ ଆଦି ରହିଛି। ଏପରି ମଧ୍ୟ କୁହାଯାଏ କ୍ଷୀର ପିଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ। ଶରୀର ସୁସ୍ଥ ରହିଥାଏ।
କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ, ପୋଟାସିୟମ, ଫସଫରସ, ଭିଟାମିନ ଡ଼ି , ଭିଟାମିନ ବି ୧୨, ଭିଟାମିନ ଏହାସହ ଅନ୍ୟାନ୍ୟ ବହୁ ପୋଷକ ମଧ୍ୟ ରହିଛି। କ୍ୟାଲସିୟମ, ହାଡ଼ ଓ ଦାନ୍ତକୁ ଶକ୍ତ ରଖିବା ପାଇଁ କ୍ଷୀର ଖୁବ ଲାଭକାରୀ ଅଟେ।
ଏଥିରେ ଥିବା ପ୍ରୋଟିନ ଶରୀରକୁ ଶକ୍ତି ଯୋଗାଇଥାଏ।
ପୋଟାସିୟମ ରକ୍ତ ଚାପର ସମସ୍ୟାକୁ ଦୂର କରିଥାଏ। ରକ୍ତଚାପକୁ ନିୟନ୍ତ୍ରିତ ମଧ୍ୟ କରିଥାଏ।
ଫରଫରସ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ ଓ ହାଡ଼କୁ ସୁସ୍ଥ ରଖିଥାଏ।
ଭିଟାମିନ ବି ୧୨ ରକ୍ତ କୋଷିକା ଓ ସ୍ନାୟୁ ଗୁଡ଼ିକୁ ସୁସ୍ଥ ରଖିଥାଏ।
କ୍ଷୀରରେ ଥିବା ଭିଟାମିନ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଚକ୍ଷୁ ଓ ଚର୍ମର ସମସ୍ୟାକୁ ଦୂର କରିଥାଏ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories